Latest Odisha News

BREAKING NEWS

Browsing Tag

Hollywood

ହଲିଉଡ଼ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ପ୍ରଥମ ଲୁକ୍ ଜାରି, ନଜର ଆସିଲେ ଆଲିଆ ଭଟ୍ଟ

ମୁମ୍ବାଇ: ନେଟଫ୍ଲିକ୍ସର ଅପକମିଂ ଆକ୍ସନ ଥ୍ରୀଲର 'ହାର୍ଟ ଅଫ୍ ଷ୍ଟୋନ'ର ପ୍ରଥମ ଲୁକ୍ ଜାରି ହୋଇଛି। ଶନିବାର ରାତି ନେଟଫ୍ଲିକ୍ସ ପ୍ଲାଟଫର୍ମରେ ଏହା ଜାରି କରାଯାଇଛି। ଏହି ଚଳଚ୍ଚିତ୍ରରେ ହଲିଉଡ଼ ଅଭିନେତ୍ରୀ ଗାଲ୍ ଗୈଡୋଟ୍ ଏବଂ ଜାମି ଡୋର୍ନାନ୍ ଅଭିନୟ କରିଛନ୍ତି। ଏହାସହ ଆଲିଆ ଭଟ୍ଟ ହଲିଉଡରେ…

ଫଟୋସୁଟ୍‌ ପାଇଁ ୧୮ ମିନିଟ ମହୁମାଛିଙ୍କ ମେଳରେ ବସିଲେ ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି

ନୂଆଦିଲ୍ଲୀ: ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ନିକଟରେ ଏକ ମାଗାଜିନ କଭର ପାଇଁ ସୁଟିଂ କରିଥିଲେ। ସେଥିପାଇଁ ତାଙ୍କୁ ପ୍ରାୟ ୧୮ ମିନିଟ ଧରି ଦେହରେ ମହୁମାଛି ଘୋଡାଇ ବସିବାକୁ ପଡ଼ିଥିଲା। ବିଶ୍ୱ ମହୁମାଛି ଦିବସରେ ମହୁମାଛି ସଂରକ୍ଷଣର ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ସେ…

ଆମାଜନ୍‌ ପ୍ରାଇମ୍‌ରେ ଆସିଲା ଡିମ୍ପଲ୍ କାପାଡିଆଙ୍କ ଡେବ୍ୟୁ ହଲିଉଡ୍ ଫିଲ୍ମ ‘ଟେନେଟ୍’

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ମଧ୍ୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଖ୍ରୀଷ୍ଟୋଫର ନୋଲାନଙ୍କ ଫିଲ୍ମ ଟେନେଟ ଷ୍ଟ୍ରିମିଂ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ଆସିଯାଇଛି। ଏହି ଚଳଚ୍ଚିତ୍ରର ବିଶେଷ କଥା ହେଉଛି ଏହା ହିନ୍ଦୀ ସିନେମାର ଭେଟେରାନ୍ ଅଭିନେତ୍ରୀ ଡିମ୍ପଲ୍ କାପାଡିଆଙ୍କ…

ହଲିଉଡ୍‌ ଅଭିନେତା ଖ୍ରୀଷ୍ଟୋଫର ପ୍ଲମର୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଦି ସାଉଣ୍ଡ ଅଫ୍ ମ୍ୟୁଜିକ୍ ଚଳଚ୍ଚିତ୍ରରେ କ୍ୟାପଟେନ୍ ଭନ୍ ଟ୍ରାପ୍ ଭୂମିକାରେ ଅଭିନୟ କରିଥିବା ତଥା ୮୨ ବର୍ଷ ବୟସରେ ଇତିହାସର ସର୍ବ ପୁରାତନ ଏକାଡେମୀ ପୁରସ୍କାର ବିଜେତା ଖ୍ରୀଷ୍ଟୋଫର୍ ପ୍ଲୁମରଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲେ। ୧୯୯୯…

ଫିଲ୍ମ ‘ୱି କ୍ୟାନ୍‌ ବି ହିରୋସ୍‌’କୁ ନେଇ ପ୍ରିୟଙ୍କାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଟ୍ୱିଟରରେ ଘୋଷଣା କରିଛନ୍ତି ଯେ ତାଙ୍କର ନେଟଫ୍ଲିକ୍ସ ଫିଲ୍ମ 'ୱି କ୍ୟାନ୍‌ ବି ହିରୋସ୍‌'ର ଆଉ ଏକ ସିକ୍ୱେଲ ଆରମ୍ଭ ହେବାକୁ ଯାଉଛି। ଏହି ଖବର ସେୟାର କରି ସେ ଲେଖିଛନ୍ତି: “ହିରୋ ହେଡକ୍ୱାର୍ଟର ପ୍ରୋଜେକ୍ଟ: ୪୪ ମିଲିୟନ୍ ପରିବାର ଏହାର ପ୍ରଥମ…

ଆଉ ନାହାନ୍ତି ‘ଜେମ୍ସ ବଣ୍ଡ’

ଲଣ୍ଡନ: ସାତ ସାତ ଥରର ‘ଜେମ୍ସ ବଣ୍ଡ’ ଆଉ ନାହାନ୍ତି । କିମ୍ବଦନ୍ତୀ ହଲିଉଡ ଅଭିନେତା ସିନ୍ କନେରୀଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ସହ ଅଭିନେତା ଭାବେ ସିନ୍ କନେରୀ ଓସ୍କାର ପୁରସ୍କାର ଜିତିଥିଲେ । ଏଥିସହ ୨ଟି ବାଫ୍ଟା ଓ ୩ଟି ଗୋଲ୍ଡେନ୍ ଗ୍ଲୋବ…

ହଲିଉଡ୍‌ ମୁଭିରେ ରୁଚି ରଖୁଥିବା ଦର୍ଶକଙ୍କ ପାଇଁ ବଡ଼ ଝଟ୍‌କା; ମିଶିଲେ ୟୁନିଭର୍ସାଲ ପିକ୍ଚର୍ସ ଏବଂ ୱାର୍ଣ୍ଣର…

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ପାଦନ କମ୍ପାନୀ ୟୁନିଭର୍ସାଲ ପିକ୍ଚର୍ସ ଦେଶରେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ୱାର୍ଣ୍ଣର ବ୍ରୋସ୍‌ ଏଥିପାଇଁ ସହାୟତାର ହାତ ବଢ଼ାଇଛି। ବର୍ତ୍ତମାନ ଦେଶ ତଥା ବିଦେଶରେ ଏହି ଦୁଇଟି ଷ୍ଟୁଡିଓ ଏକତ୍ର ସେମାନଙ୍କ ବ୍ୟବସାୟ ଚଳାଇବ। ଦୁହେଁ…

ସଦ୍‌ଗୁରୁ ଜାଗି ବାସୁଦେବ ଏବଂ ହଲିଉଡ୍‌ ତାରକା ୱିଲ୍‌ ସ୍ମିଥ୍‌ଙ୍କ ସ୍ୱତନ୍ତ୍ର ସାକ୍ଷାତକାର ବେଳର ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ହଲିଉଡ୍‌ର ଜଗତର ଭାରତ ପ୍ରେମ ଅନେକ ସମୟରେ ଦେଖିବାକୁ ମିଳିଥାଏ। ହଲିଉଡ୍‌ର ଅନେକ ବଡ ତାରକା ଭାରତକୁ ଆସି ଏଠାରେ ଭାରତୀୟ ପରମ୍ପରା ସହିତ ଯୋଡି ହୋଇଛନ୍ତି। ତେବେ ନିକଟରେ ସେହିଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ବାସ୍ତବରେ, ହଲିଉଡ୍ ତାରକା ୱିଲ୍ ସ୍ମିଥ୍ ଇଶା…

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଟମ୍‌ କ୍ରୁଜ୍‌ଙ୍କ ଅଭୁତପୂର୍ବ ଷ୍ଟଣ୍ଟ୍‌ ପ୍ରଦର୍ଶନ

ନୂଆଦିଲ୍ଲୀ: ଟମ୍‌‌ କ୍ରୁଜ୍‌ ଆଜିକାଲି ‘ମିଶନ୍‌ ଇମ୍ପସିବଲ୍‌ ୭’ ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମ ସହ ଜଡ଼ିତ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ବର୍ତ୍ତମାନ ଟମ୍‌ଙ୍କ ଏକ ନୂଆ ଭିଡିଓ ସାମ୍‌ନାକୁ ଆସିଛି। ଏହି ଭିଡିଓରେ ସେ ଏକ ହାଇ ସ୍ପିଡ୍‌ରେ ଚାଲୁଥିବା…

ଆସୁଛି ‘ଅବତାର-୨’, ଶେଷ ହେଲା ସୁଟିଂ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଆସୁଛି ବଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ‘ଅବତାର’ର ସିକ୍ୱେଲ ପାର୍ଟ । ନିକଟରେ ‘ଅବତାର-୨’ର ସୁଟିଂ ଶେଷ ହୋଇଛି । ଏନେଇ ନିର୍ଦ୍ଦେଶ ଜେମ୍ସ କ୍ୟାମରୁନ୍ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ‘ଅବତାର-୩’ର ମଧ୍ୟ ସୁଟିଂ ପ୍ରାୟ ୯୫ ପ୍ରତିଶତ ସରିଯାଇଥିବା ସେ…