୩ ହଜାର ୯୦୦ କର୍ମଚାରୀଙ୍କୁ ଛଟେଇ କରିବ ଆଇବିଏମ୍
ନୂଆଦିଲ୍ଲୀ : ଆର୍ଥିକ ମାନ୍ଦାବସ୍ଥା ସ୍ଥିତି ଦେଇ ଗତି କରୁଛି ବିଭିନ୍ନ କମ୍ପାନୀ । ପ୍ରଥମେ ଟ୍ୱିଟର,ଗୁଗୁଲ ପରେ ଆମାଜନ ଆଉ ଏବେ ଆଇବିଏମ କ୍ରପ୍ କମ୍ପାନୀ ଏହି ତାଲିକାରେ ଯୋଡ଼ି ହୋଇଯାଇଛି । ପ୍ରଥମେ ଟ୍ୱିଟର କମ୍ପାନୀର ସିଇଓ ଏଲନ୍ ମସ୍କ କମ୍ପାନୀରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ…