Latest Odisha News

BREAKING NEWS

Browsing Tag

ICSE

ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (ସିଆଇଏସସିଇ) ଦ୍ୱାରା ପରିଚାଳିତ ଦଶମ ଆଇସିଏସଇ ଏବଂ ଦ୍ୱାଦଶ (ଆଇଏସସି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଆଜି ଅପରାହ୍ନ ୩ ଟା ବେଳକୁ ପ୍ରକାଶ ପାଇବ । ଏନେଇ ସିଆଇଏସସିଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପରିକ୍ଷାର୍ଥୀ…

ଆଗାମୀ ମାସରେ ବାହାରିବ ICSE, ISC ପ୍ରଥମ ସେମିଷ୍ଟର ରେଜଲ୍ଟ

ନୂଆଦିଲ୍ଲୀ: ଆସନ୍ତା ମାସରେ ବାହାରିବ ଆଇସିଏସ୍‌ଇ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ (ISC) ଛାତ୍ରଛାତ୍ରୀଙ୍କ ଫଳାଫଳ। ଆଇସିଏସ୍‌ସି ଦଶମ ଶ୍ରେଣୀ ପରୀକ୍ଷା ଡିସେମ୍ବର ୧୬ ରେ ଶେଷ ହୋଇଥିବା ବେଳେ ଆଇଏସ୍‌ସି ପରୀକ୍ଷା ଡିସେମ୍ବର ୨୦ ରେ ଶେଷ ହୋଇଛି। ଫଳାଫଳକୁ ନେଇ ଛାତ୍ରଛାତ୍ରୀମାନେ ଉତ୍ସାହର…

CBSE, ICSE ଦ୍ୱାଦଶ ପରୀକ୍ଷା ହେବ କି ନାହିଁ ? ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦୀର୍ଘ ଦିନ ଧରି ସ୍ଥଗିତ ରହିଛି । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ପରୀକ୍ଷା ତାରିଖକୁ ଅପେକ୍ଷା କରିଛନ୍ତି । ଅନ୍ୟପଟେ ପରୀକ୍ଷା ବାତିଲ୍ ନେଇ ସୋସିଆଲ୍ ମିଡିଆରେ ଦାବି…

ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ

ଭୁବନେଶ୍ୱର : ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ବୋର୍ଡର ଓ୍ୱେବସାଇଟ୍ www.cisce.org, www.results.cisce.org, କ୍ୟାରିୟର ପୋର୍ଟାଲ୍ ଓ ଏସଏମଏସ୍ ଜରିଆରେ ଛାତ୍ରଛାତ୍ରୀ ନିଜର ପରୀକ୍ଷାଫଳ ପାଇପାରୁଛନ୍ତି । ଓ୍ୱେବସାଇଟରେ ଲଗ୍ ଇନ କରି ଏକକ ଆଇଡି, ଇନଡେକ୍ସ…

ଖୁବଶୀଘ୍ର ପ୍ରକାଶ ପାଇବ +୨ ନାମଲେଖା ବିଜ୍ଞପ୍ତି ପ୍ରକ୍ରିୟା

ଭୁବନେଶ୍ୱର : ଓଡିଶାରେ ଯୁକ୍ତ ୨ କଲେଜ ଗୁଡିକରେ ନାମଲେଖା ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ବାର୍ଷିକ ମ୍ୟାଟ୍ରିକ୍, ସିବିଏସଇ ଓ ଆଇସିଏସଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୀଘ୍ର ପ୍ରକାଶିତ…