Latest Odisha News

BREAKING NEWS

Browsing Tag

IIMC Dhenkanal

ଆଇଆଇଏମ୍‍ସିରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ: ‘ସତ୍ୟତା ଓ ନିରପେକ୍ଷତା ଗଣମାଧ୍ୟମ ପାଇଁ ବଡ଼ ଆହ୍ୱାନ’

ଢେଙ୍କାନାଳ: ସତ୍ୟତା ଓ ନିରପେକ୍ଷତା ସାମ୍ବାଦିକତାର ଦୁଇ ମୁଖ୍ୟ ବିଭବ । ଏ ଦୁଇଟାକୁ ଛାଡ଼ି ସାମ୍ବାଦିକତା କଥା ଚିନ୍ତା କରାଯାଇ ନପାରେ । ଆଗରୁ ଅନେକ ଖବରକାଗଜ ସତ୍ୟ ଓ ନିରପେକ୍ଷ ଖବରକୁ ଗୁରୁତ୍ୱ ଦେଉଥିଲେ । ହେଲେ ଏବେ ସତ୍ୟତା ଓ ନିରପେକ୍ଷତା ଗଣମାଧ୍ୟମ ପାଇଁ ବିରଳ ହୋଇଯାଇଛି । ଫଳରେ ଖବରର…

ଆଇଆଇଏମସିରେ ନାମ ଲେଖା ଆବେଦନ; ସିୟୁଇଟି ଢ଼ାଞ୍ଚାରେ ଏନଟିଏ କରିବ ପରୀକ୍ଷା

ଭୁବନେଶ୍ୱର: ଭାରତରେ ସାମ୍ବାଦିକତା ପଢ଼ିବା ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମାସ୍ କମ୍ୟୁନିକେସନ ସର୍ବୋତ୍ତମ ଶିକ୍ଷାନୁଷ୍ଠାନ ବୋଲି ବିବେଚିତ ହୋଇ ଆସିଛି । ସେଠାରେ ନାମ ଲେଖିବା ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିଥୀଏ । ତେବେ ଏହି ଜାତୀୟ ଶିକ୍ଷାନୁଷ୍ଠାନରେ ନାମ ଲେଖେଇବା ପାଇଁ…

ଭାରତୀୟ ଜନ ସଂଚାର ସଂସ୍ଥାନରେ ‘ଇମ୍‍କା’ର ଦଶମ ‘କନେକସନ୍‌-୨୦୨୨’

ଢେଙ୍କାନାଳ : ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ପ୍ରେକ୍ଷାଳୟରେ ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ ‘ଇମ୍‍କା’ ଓଡି଼ଶା ଶାଖାର ଦଶମ ମିଳନ ଉତ୍ସବ ‘କନେକସନ-୨୦୨୨’(ସଂଯୋଗ ୨୦୨୨) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥି…

IIMC ଢେଙ୍କାନାଳରେ ଉନ୍ମୋଚିତ ହେଲା ‘ଶାନ୍ତି ସାମ୍ବାଦିକତା’ ମନୋଗ୍ରାଫ୍

ଢେଙ୍କାନାଳ: ସାରା ବିଶ୍ୱରେ ଆଜିକାଲି କେଉଁଠି ନା କେଉଁଠି ଲାଗି ରହୁଛି ଅଶାନ୍ତି । ଭାରତ ମାଟିରୁ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରସାରିତ ହୋଇଥିବା ବେଳେ ଆଜି ଆମ ଦେଶରେ ମଧ୍ୟ ଅନେକ କ୍ଷେତ୍ରରେ ଅଶାନ୍ତି ଦେଖାଦେଇଛି । ଶାନ୍ତି ବିନା ବିକାଶ ହୋଇପାରିବ ନାହିଁ । ତେଣୁ ଶାନ୍ତି…

‘ମୂକନାୟକ’ ଖବରକାଗଜର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଇଆଇଏମ୍‍ସି ପକ୍ଷରୁ ଇ-ଆଲୋଚନାଚକ୍ର

ଢେଙ୍କାନାଳ: ଏବେ ବି ଅନେକ ଲୋକ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଗଣମାଧ୍ୟମରେ ଏଭଳି ଖବରର ସଂଖ୍ୟା ଆଶାଜନକ ନୁହେଁ । ଫଳରେ ଦେଶରେ ସମାନତା ଆସିପାରୁନି । ଏଣୁ ଗଣମାଧ୍ୟମ ଯତ୍ନବାନ ହୋଇ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।…

ଆଇଆଇଏମ୍‍ସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି । ଏହି ଅବସରରେ ‘ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା ଓ ଭବିଷ୍ୟତ’ ଉପରେ ଏକ ଇ-ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର…

ଓଡି଼ଆ ସାମ୍ବାଦିକତାରେ ନାମଲେଖା ପାଇଁ ‘ଆଇଆଇଏମସି’ରେ ପ୍ରକାଶିତ ହେଲା ବିଜ୍ଞାପନ

ଢେଙ୍କାନାଳ: ଢେଙ୍କାନାଳଠାରେ ଥିବା ଜାତୀୟ ସ୍ତରର ଗଣମାଧ୍ୟମ ଶିକ୍ଷା ପ୍ରତିଷ୍ଠାନ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଓଡି଼ଆ ସାମ୍ବାଦିକତାରେ ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଛି । ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ଛାତ୍ରଛାତ୍ରୀମାନେ ଚଳିତ ଜୁଲାଇ ମାସ ୨୭ ତାରିଖ…