Latest Odisha News
Browsing Tag

Income Tax

ଆଉ ୧୫ଦିନ ବଢିଲା ବିଳମ୍ବିତ ଆୟକର ଦାଖଲ ଅବଧି

ନୂଆଦିଲ୍ଲୀ:ବିଳମ୍ବରେ ଆୟକର ଫାଇଲ୍ କରିବା ସମୟସୀମା ବୃଦ୍ଧି କରିଛି କେନ୍ଦ୍ର ସରକାର । ପୂର୍ବରୁ ଡିସେମ୍ବର ୩୧ ଶେଷ ତାରିଖ ଥିଲା। ତେବେ ବିଭିନ୍ନ ବର୍ଗର କରଦାତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟସୀମାକୁ ବଢେଇ ଜାନୁୟାରୀ ୧୫ କରିଦିଆଯାଇଛି । ସୂଚନାଥାଉକି, ଏହି ବର୍ଦ୍ଧିତ ସମୟସୀମା…

୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ହ୍ରାସ ହୋଇପାରେ: ରିପୋର୍ଟ

ନୂଆଦିଲ୍ଲୀ : ନୂଆବର୍ଷ ଆଣିପାରେ କରଦାତାଙ୍କ ପାଇଁ ଖୁସି ଖବର । ଏକ ସୂତ୍ରରୁ ଜଣାପଡିଛି ଯେ, ମଧ୍ୟବିତ୍ତ ଲୋକଙ୍କୁ ଆଶ୍ବସ୍ତି ଯୋଗାଇବା ପାଇଁ ଆଗାମୀ ବଜେଟରେ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛି। ଏହି…

‘ବିବାଦ ସେ ବିଶ୍ବାସ ଯୋଜନା’ ୨୦୨୪ର ଲାଭ ଉଠାନ୍ତୁ, ୩୧ ଡିସେମ୍ବର ସୁଦ୍ଧା ଟିକସ ବିବାଦର ସମାଧାନ କରନ୍ତୁ

ନୂଆଦିଲ୍ଲୀ: ଆୟକର ବିବାଦରେ ଜଡିତ ଟିକସଦାତାମାନଙ୍କ ପାଇଁ ସରକାର ଏକ ବଡ ଉପହାର ପ୍ରଦାନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ବଜେଟ୍ ୨୦୨୪ରେ ଘୋଷିତ ହୋଇଥିବା ‘ବିବାଦ ସେ ବିଶ୍ବାସ ଯୋଜନା’ ଟିକସଦାତାଙ୍କୁ କମ୍ ଟିକସ ଦେଇ ବିବାଦର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ…

ଆପଣ ଘରେ କେତେ ନଗଦ ରଖିପାରିବେ? ନିୟମ ଜାଣନ୍ତୁ ନଚେତ୍ ଆପଣଙ୍କ ଘରେ ହୋଇପାରେ ଆୟକର ଚଢାଉ

ନୂଆଦିଲ୍ଲୀ: କୋରନା ପର ଠାରୁ ଡିଜିଟାଲ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବର୍ତ୍ତମାନ ଏକ ବୃହତ ଜନସଂଖ୍ୟା ଅନଲାଇନ୍ କାରବାର କରିବାକୁ ପସନ୍ଦ କରନ୍ତି | କିନ୍ତୁ ଯେଉଁ ଲୋକମାନେ ଇଣ୍ଟରନେଟ୍ ବ୍ୟବହାର ଜାଣନ୍ତି ନାହିଁ, ସେମାନେ ଅନଲାଇନ୍ କାରବାର ପରିବର୍ତ୍ତେ ନଗଦ ମାଧ୍ୟମରେ ସେମାନଙ୍କର…

ଜେ କ୍ରିଷ୍ଣା କିଶୋର ହେଲେ ନୂଆ ମୁଖ୍ୟ ଆୟକର ଆୟୁକ୍ତ

ଭୁବନେଶ୍ୱର: ୧୯୯୦ ବ୍ୟାଚର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଜେ. କ୍ରିଷ୍ଣା କିଶୋରଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି । ବର୍ତ୍ତମାନ ଶ୍ରୀ କିଶୋର ଆୟକର ବିଭାଗ ଓଡ଼ିଶା ପ୍ରାନ୍ତର ତଦନ୍ତ ନିର୍ଦ୍ଦେଶାଳୟରେ ପ୍ରମୁଖ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ଭାରତ…

ବିରୋଧୀ ଯେଉଁଠି ରେଡ୍ ସେଇଠି !

ଭୁବନେଶ୍ୱର: କୌଣସି ନିର୍ବାଚନ ଆସିଲେ ବିରୋଧୀ ଦଳର ନେତାଙ୍କ ଉପରେ ସିବିଆଇ, ଇଡି ଓ ଇନକମ ଟ୍ୟାକ୍ସ ଚଢ଼ାଉ କରାଯାଏ ବୋଲି ଅଭିଯୋଗ ହୋଇଆସୁଛି। କେନ୍ଦ୍ରର ବିଜେପି ସରକାର ଏହାକୁ ଅସ୍ତ୍ର କରି ବିରୋଧୀଙ୍କ ଉପରେ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ଏପରିକି ବିଭିନ୍ନ ରାଜ୍ୟରେ ଏବେ ସିବିଆଇ…

ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ବକେୟା ଆୟକର ରିଟର୍ଣ୍ଣ ତୁରନ୍ତ ପ୍ରଦାନ କରିବେ ସରକାର

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟବସାୟିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ରିହାତି ଦେବା ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିଫଣ୍ଡ ତୁରନ୍ତ ପ୍ରଦାନ କରିବା ଲାଗି ଆୟକର ବିଭାଗ ଘୋଷଣା କରିଛି । ]ଏହା ଦ୍ୱାରା ୧୪ ଲକ୍ଷ ଟିକସଦାତା ଉପକୃତ…

ମାର୍ଚ୍ଚ ୩୧ ପୂର୍ବରୁ କରନ୍ତୁ ଏହି କାମ; ନଚେତ୍ ଦେବାକୁ ପଡିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା

ନୂଆଦିଲ୍ଲୀ: ବର୍ତ୍ତମାନ ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ହେବାକୁ କିଛି ଦିନ ବାକି ଅଛି | ଏହାପୂର୍ବରୁ ଏହା ଗୁରୁତ୍ୱପୂର୍ଣ ଯେ ଆପଣ ଆପଣଙ୍କର ଆର୍ଥିକ ବିଷୟଗୁଡିକ ସହିତ ବିନିଯୋଗ ଏବଂ ଆୟକର ରିଟର୍ଣ୍ଣ ସହିତ କାର୍ଯ୍ୟ କରନ୍ତୁ | ଆସନ୍ତୁ ଜାଣିବା, ମାର୍ଚ୍ଚ ୩୧ ର ସମୟସୀମା ପୂର୍ବରୁ, କେଉଁ…