Latest Odisha News

BREAKING NEWS

Browsing Tag

india corona update

ଦେଶରେ ବଢୁଛି ଦୈନିକ ସଂକ୍ରମଣ ମାମଲା; ୮୯,୧୨୯ ନୂଆ ପଜିଟିଭ; ୭୧୪ ମୃତ

ନୂଆଦିଲ୍ଲୀ: କରୋନା ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଭାରତରେ ୮୯,୧୨୯ଟି ନୂତନ କୋଭିଡ-୧୯ ମାମଲା ରେକର୍ଡ ହୋଇଛି। ଦେଶରେ କରୋନା ଜନିତ ମୋଟ ମାମଲା ୧୨,୩୯୨,୨୬୦ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ମିଳିଛି। ଏଥିରେ…

ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୪୦,୯୫୩; ୧୮୮ ମୃତ

ନୂଆଦିଲ୍ଲୀ: ବିଗତ ଦିନରେ କରୋନା ମାମଲା ବୃଦ୍ଧି ପାଇବା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୯୫୩ ତାଜା କୋଭିଡ-୧୯ ସଂକ୍ରମଣ ମାମଲା ରେକର୍ଡ ହୋଇଥିବାବେଳେ ୧୮୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହିତ ମୃତ୍ୟୁ ସଂଖ୍ୟା ୧,୫୯,୫୫୮ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ଦେଶରେ କରୋନା ଭୂତାଣୁର ୧୬,୮୩୮ଟି ତାଜା ମାମଲା ରେକର୍ଡ; ମୃତ୍ୟୁ ସଂଖ୍ୟା ୧୧୩

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଦେଶରେ ଶୁକ୍ରବାର ଦିନ କରୋନାଭାଇରସ୍ର ୧୬,୮୩୮ଟି ତାଜା ମାମଲା ରେକର୍ଡ କରିଛି। ଏଥିସହିତ ଦେଶରେ କରୋନା ଜନିତ ମୋଟ ସଂକ୍ରମଣ ୧୧,୧୭,୩୭୬୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ୧୧୩ ଜଣଙ୍କର ମୃତ୍ୟୁ ହୋଇଛି।…

ଦେଶରେ ଗତ ୨୪ ଘଣ୍ଟାରେ ୧୪,୯୮୯ ନୂଆ ମାମଲା ଚିହ୍ନଟ; ମୃତ୍ୟୁ ସଂଖ୍ୟା ୯୮

ନୂଆଦିଲ୍ଲୀ: କରୋନାର ସକ୍ରିୟ ମାମଲା ଦେଶରେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୯୮୯ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ହେତୁ ୯୮ ଜଣଙ୍କର ମୃତ୍ୟୁ…

ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୨,୮୮୧; ମୃତ୍ୟୁ ସଂଖ୍ୟା ୧୦୧

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କରୋନା ମାମଲାରେ କମିବାରେ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୮୮୧ ଟି ନୂଆ ମାମଲା ରୁଜୁ ହୋଇଛି ଏବଂ ୧୦୧ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରତିଦିନ କରୋନା ରୋଗୀମାନେ ମଧ୍ୟ ସୁସ୍ଥ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୧,୯୮୭ ରୋଗୀ ଡିସଚାର୍ଜ ମଧ୍ୟ…

ଦେଶରେ ୧୧,୬୧୦ ଦୈନିକ କରୋନା ସଂକ୍ରମଣ ମାମଲା , ୧୦୦ ମୃତ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୬୧୦ ଟି ନୂଆ କରୋନା ମାମଲା ରେକର୍ଡ ହେବା ପରେ ବୁଧବାର ଦିନ ଭାରତର କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୧୦,୯୩୭,୩୨୦ କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ସଂଖ୍ୟା ୩୨୩ ହ୍ରାସ ପାଇ ବର୍ତ୍ତମାନ…

ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୨,୬୮୯; ସୁସ୍ଥ ହାର ୯୭ ପ୍ରତିଶତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ସ୍ଥିତି ସୁଧୁରିବାରେ ଲାଗିଛି। ଗୋଟିଏ ପଟେ ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ ୯୭ ପ୍ରତିଶତକୁ ଖସି ଆସିଥିବା ବେଳେ ଅନ୍ୟପଟେ ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ବିଷୟରେ କହିବାକୁ ଗଲେ…

ଦେଶରେ ୨୪ ଘଣ୍ଟାରେ ୧୫ ହଜାର ୫୯୦ ନୂଆ ଆକ୍ରାନ୍ତ ଚିହ୍ନଟ; ମୃତ୍ୟୁ ସଂଖ୍ୟା ୧୯୧

ନୂଆଦିଲ୍ଲୀ: ଦେଶରେ ନିୟମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ କିଛି ଦିନ ହେବ ୨୦ ହଜାରରୁ କମ୍ ମାମଲା ରୁଜୁ ହୋଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୫ ହଜାର ୫୯୦ ନୂଆ ମାମଲା ରୁଜୁ ହୋଇଥିଲା।…

ଦେଶରେ ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ଭାଇରସ୍‌ ଅବସ୍ଥା ସୁଧୁରୁଥିବା ବେଳେ ଅନ୍ୟପଟେ କରୋନା ନୂଆ ଷ୍ଟ୍ରେନ୍‌ ଦେଶବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। କରୋନା ଭୂତାଣୁ ମାମଲା ବିଷୟରେ କହିବାକୁ ଗଲେ, ଦେଶର ପ୍ରାୟ ୯୬ ପ୍ରତିଶତ ଲୋକ କରୋନା ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ…

ଦେଶରେ ଗତ ୨୪ ଘଣ୍ଟାରେ ୨୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିଛି। ତେବେ ଦେଶର ୯୫ ଲକ୍ଷରୁ ଅଧିକ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ…