୨୦୨୧ରେ ବାଉନ୍ସ ବ୍ୟାକ୍ କରିବ ଭାରତର ଜିଡିପି, ଚୀନକୁ ଟପିଯିବ
ନୂଆଦିଲ୍ଲୀ: ଯେମିତି ତଳକୁ ଖସିବ, ସେମିତି ଉପରକୁ ଉଠିବ । ୨୦୨୦-୨୧ରେ ଭାରତର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ୧୦.୩ ପ୍ରତିଶତ ତଳକୁ ଖସିବ । କିନ୍ତୁ ୨୦୨୧ରେ ବାଉନ୍ସ ବ୍ୟାକ୍ କରିବ ଦେଶର ଅର୍ଥନୀତି । ଦେଶର ଜିଡିପି ଅଭିବୃଦ୍ଧି ୮.୮ ପ୍ରତିଶତ ରହିବା ସମ୍ଭାବନା ରହିଛି । ଏଭଳି ଆକଳନ କରିବ…