Latest Odisha News

BREAKING NEWS

Browsing Tag

india vs china

ଅରୁଣାଞ୍ଚଳ ପ୍ରଦେଶକୁ ନେଇ ପୁଣିଥରେ ଭାରତ ଓ ଚୀନ୍ ମଧ୍ୟରେ ସୀମା ନିର୍ଦ୍ଧାରଣ ବିବାଦ

ନୂଆଦିଲ୍ଲୀ: ପୁଣି ଥରେ ଚୀନର ବଦମାସୀ ସାମ୍ନାକୁ ଆସିଛି । ଭାରତର ଭୌତିକ ସମ୍ପତି ଉପରେ ଚୀନ୍ ସବୁବେଳେ ତାର ଚୋରାଦୃଷ୍ଟି ରଖିଛି । ଭାରତର ଭୁସମ୍ପତିକୁ ହଡ଼ପ କରିବା ପାଇଁ ସଡ଼ଯନ୍ତ୍ର କରିବା ଚୀନର ଏକ ପୁରୁଣା ଅଭ୍ୟାସ । ବର୍ତ୍ତମାନ ଗୋଟେ ପଟେ ଭାରତରେ ଜି-୨୦ ପାଇଁ ଭବ୍ୟ ପ୍ରସ୍ତୁତି…

ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ ହେବ ଦଶମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଶନିବାର ଦିନ ଭାରତ ଏବଂ ଚୀନ୍ ମଧ୍ୟରେ ଦଶମ ପର୍ଯ୍ୟାୟ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା କରାଯିବ। ଏବଂ ଅନ୍ୟ ଜରୁରୀ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। ମୋଲଡୋରେ LAC ର ଚୀନ୍ ପାର୍ଶ୍ୱରେ ଆଲୋଚନା ଅନୁଷ୍ଠିତ ହେବ।

ଲଦାଖରେ ଘଟିଥିବା ଘଟଣା ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ନଷ୍ଟ କରିଦେଇଛି; ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଲଦାଖରେ ଘଟିଥିବା ଘଟଣା ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ନଷ୍ଟ କରିଦେଇଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଲଦାଖରେ ଘଟିଥିବା ଘଟଣା ସୈନ୍ୟ ହ୍ରାସ କରିବାରେ ଅପାରଗ ପ୍ରମାଣିତ ହୋଇଛି। ପୂର୍ବ ଲଦାଖ…