Latest Odisha News

BREAKING NEWS

ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ ହେବ ଦଶମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଶନିବାର ଦିନ ଭାରତ ଏବଂ ଚୀନ୍ ମଧ୍ୟରେ ଦଶମ ପର୍ଯ୍ୟାୟ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା କରାଯିବ। ଏବଂ ଅନ୍ୟ ଜରୁରୀ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ।

ମୋଲଡୋରେ LAC ର ଚୀନ୍ ପାର୍ଶ୍ୱରେ ଆଲୋଚନା ଅନୁଷ୍ଠିତ ହେବ।

Leave A Reply

Your email address will not be published.