Latest Odisha News

BREAKING NEWS

Browsing Tag

india

ଟିମ ଇଣ୍ଡିଆ ଜର୍ସି ପିନ୍ଧି ଷ୍ଟାଡିୟମରେ ପାକିସ୍ତାନକୁ ସମର୍ଥନ କଲେ ଭାରତୀୟ ପ୍ରଶଂସକ

ଲଣ୍ଡନ : ଲଣ୍ଡନରେ ଚାଲିଛି ଆଇସିସି ବିଶ୍ୱକପ । ରବିବାର ଏହାର ଲଡର୍ସ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଭିତରେ ଦେଖିବାକୁ ମିଳିଥିଲା କଡା ମୁକାବିଲା । ଏହି ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ରନରେ ପରାସ୍ତ କରିଛି । ଭାରତଠୁ ଶୋଚନୀୟ ଭାବେ ହାରିବା ପରେ ପାକିସ୍ତାନକୁ…

ପାକିସ୍ତାନକୁ ହରାଇ ଭାରତ ଏସିଆ କପ ଟି-୨୦ ଫାଇନାଲରେ

କ୍ୱାଲାଲାମ୍ପୁର : ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଭାରତ ମହିଳା ଏସିଆ କପ ଟି-୨୦ ଫାଇନାଲରେ ପହଞ୍ଚିଛି । ଆଜି ଏକ ରୋମାଞ୍ଚକର ମ୍ୟାଚରେ ଭାରତୀୟ ଖେଳାଳୀ ସ୍ମୃତିମାନ୍ଧନା ଓ ଏକତା ବିଷ୍ଟ ଚମକ୍ରାର ଖେଳ ପ୍ରଦର୍ଶନ କରି ଭାରତକୁ ଫାଇନାଲରେ ପହଞ୍ଚାଇଛନ୍ତି । ଟସ…