Latest Odisha News
Browsing Tag

Internet

ସମ୍ବଲପୁରରେ ସ୍ୱାଭାବିକ୍‌ ଇଣ୍ଟରନେଟ୍‌ ସେବା, କୋହଳ ହେଲା କର୍ଫ୍ୟୁ

ସମ୍ବଲପୁର: ସୁଧୁରିଲା ସମ୍ବଲପୁର ସ୍ଥିତି । ସଚଳ ହେଲା ଇଣ୍ଟରନେଟ୍ ସେବା  । ଆଜି ସକାଳ ୬ଟାରୁ ସମ୍ବଲପୁରରେ ମୋବାଇଲରେ ଇଣ୍ଟରନେଟ୍ ସେବା ସଚଳ ହୋଇଛି । ଫଳରେ ଲୋକଙ୍କ ଭିତରେ ଆନନ୍ଦର ଲହରୀ ଖେଳିଯାଇଛି। ଦୀର୍ଘ ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି । ସେହିପରି ଆଜି…

ଇଣ୍ଟରନେଟ ବ୍ୟବହାର କରୁଛନ୍ତି କି ! ହୋଇଯାଆନ୍ତୁ ସାବଧାନ

ନୂଆ ଦିଲ୍ଲୀ:  ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି କି?  ଆପଣମାନଙ୍କ ମୋବାଇଲ ଫୋନ୍‌  ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହେଉଛି କି ? ଯଦି ହଁ ତେବେ ଏହି ସବୁରୁ କେମିତି  ରହିବେ ସତର୍କ ? ଦେଖନ୍ତୁ ଆମର ଏହି ରିପୋର୍ଟରେ । ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନ ଦୁନିଆରେ ହ୍ୟାକର୍ସମାନଙ୍କ…

ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା, ଲାଗୁ ହେଲା କର୍ଫ୍ୟୁ

ଶ୍ରୀନଗର: ସୋସିଆଲ୍ ମିଡିଆରେ ଧାର୍ମିକ ପୋଷ୍ଟକୁ ନେଇ ବିବାଦ ପରେ ଉତ୍ତେଜନା ଦେଖା ଦେଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରିବା ସହ ଲାଗୁ ହୋଇଛି କର୍ଫ୍ୟୁ । ଜମ୍ମୁକାଶ୍ମୀର ଡୋଡା ଜିଲ୍ଲା ବଦେରୱାହ ସହରରେ ମସଜିଦକୁ ନେଇ ଏକ ଭିଡିଓ ଶୁକ୍ରବାର…

ସଂସଦରେ ସରକାର ରଖିଲେ ଉତ୍ତର, ସ୍ମାର୍ଟଫୋନ୍ ଦ୍ୱାରା ଛୋଟ ଛୁଆଙ୍କ ଏକାଗ୍ରତା ନଷ୍ଟ ହେଉଛି

ନୂଆଦିଲ୍ଲୀ: ପିଲାମାନଙ୍କ ଉପରେ ସ୍ମାର୍ଟଫୋନର ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ ପ୍ରତ୍ୟେକ ୫ ପିଲାଙ୍କ ମଧ୍ୟରୁ ଜଣେ ଶୋଇବା ପୂର୍ବରୁ ବେଡରେ ସ୍ମାର୍ଟଫୋନ୍ ବ୍ୟବହାର କରୁଛି । ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଏକ ତୃତୀୟାଂଶରୁ ଅଧିକ ପିଲାଙ୍କ ଏକାଗ୍ରତା…

ଫାଇବର ଜରିଆରେ ଓଡ଼ିଶାର ସବୁ ପଞ୍ଚାୟତରେ ମିଳିବ ଇଣ୍ଟରନେଟ୍ ସୁବିଧା

ଭୁବନେଶ୍ୱର: ବ୍ୟାପକ ହେବ ଇଣ୍ଟରନେଟ ବ୍ୟବସ୍ଥା। ୨୦୨୧ ଶେଷ ସୁଦ୍ଧା ସବୁ ପଂଚାୟତରେ optic fibre ଜରିଆରେ ଇଣ୍ଟରନେଟ ସୁବିଧା ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା। ସୂଚନା ଅନୁଯାୟୀ, ଏହାଦ୍ବାରା ଛାତ୍ରଛାତ୍ରୀ ମାନଙ୍କର ଅନଲାଇନ୍…

ଯେଉଁଠି ଇଣ୍ଟରନେଟ୍ ନାହିଁ ସେଇଠି ଟେଲିଭିଜନରେ ପିଲାଏ ପଢିବେ ପାଠ !

କୋଚି: ଅନଲକ୍ ୧ ରେ ଇ ଇଣ୍ଟରନେଟ୍ ମାଧ୍ୟମରେ ପାଠପଢାର ବିକଳ୍ପ ଖୋଜି ନେଇଛି କେରଳ ରାଜ୍ୟ ସରକାର । “ଫାଷ୍ଟବେଲ” ନାମିତ ଡିଜିଟାଲ କ୍ଲାସକୁ ରାଜ୍ୟ ସରକାର କେରଳ ଇନଫ୍ରାଷ୍ଟ୍ରକଚର ଆଣ୍ଡ ଟେକ୍ନୋଲୋଜି ପର୍ ଏଜୁକେଶନ (କାଇଟ) ଭିକ୍ଟେର ଚ୍ୟାନେଲ, ୱେବସାଇଟ, ମୋବାଇଲ ଆପ ଓ ସୋସିଆଲ ମିଡିଆ ପେଜ…

ଟିକଟକକୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗୁଗୁଲ କରୁଛି ଯୋଜନା, ଖୁବଶୀଘ୍ର କରିବ ସର୍ଟ ଭିଡିଓ ପ୍ଲାଟଫର୍ମ ଲଞ୍ଚ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସର୍ବାଧିକ ଅଂଶୀଦାରିତ ବିଷୟବସ୍ତୁ ହେଉଛି ଟିକଟକରେ ନିର୍ମିତ କ୍ଷୁଦ୍ର ଭିଡିଓ |  କ୍ଷୁଦ୍ର ଭିଡିଓ ପ୍ରସ୍ତୁତ କରୁଥିବା ଏକ ଆପ୍ ଟିକଟକ ନାମରେ ବାଇଟ୍ ଡାନ୍ସ କମ୍ପାନୀ  ବିଶ୍ୱବ୍ୟାପୀ ପ୍ରସିଦ୍ଧ ହୋଇଛି |  କିନ୍ତୁ ବର୍ତ୍ତମାନ ବିଶ୍ୱର ଏକ ନମ୍ବର କମ୍ପାନୀ…