Latest Odisha News

BREAKING NEWS

Browsing Tag

INterview

ଚରିତ୍ର ଓ କାହାଣୀ ସହ ଏକାକାର ନହେଲେ ଭଲ ଗପଟିଏ ଲେଖି ହୁଏ ନାହିଁ : ଗାୟତ୍ରୀ ସରାଫ

ଗାୟତ୍ରୀ ସରାଫ ଜଣେ ଏମିତି ସ୍ରଷ୍ଟା ଯେ ନିଜକୁ କେଉଁଠି ବି ଜାହିର କରନ୍ତି ନାହିଁ । ତାଙ୍କ ଗଳ୍ପ କିନ୍ତୁ ଜାହିର କରେ ତାଙ୍କର ସ୍ୱତନ୍ତ୍ରତା । ଗଳ୍ପରୁ ତାଙ୍କୁ କଳ୍ପନା କଲେ ବାସ୍ତବରେ ସେ ଅକଳନୀୟ ମନେ ହୁଅନ୍ତି। ସମଗ୍ର ପୃଥିବୀ ତାଙ୍କର ଗଳ୍ପଭୂମି ଏବଂ ସମଗ୍ର ମାନବ ଜାତି ତାଙ୍କ ଗଳ୍ପର…

ସୃଜନାତ୍ମକ ମୌଳିକ ଲେଖା କ୍ଷେତ୍ରରେ କୌଣସି ସାଲିସ କରାନଯାଉ :ବିଷ୍ଣୁ ସାହୁ

ଓଡ଼ିଆ ଗଳ୍ପସାହିତ୍ୟରେ ନିଜର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଓ ପାଠକୀୟତାକୁ ଆଧାର କରି ବିଷ୍ଣୁ ସାହୁ ଜଣେ ସାର୍ଥକ କଥାଶିଳ୍ପୀ ଭାବେ ବହୁ ଚର୍ଚ୍ଚିତ। ଏକ ସୁନ୍ଦର ସମ୍ଭ୍ରାନ୍ତ ଶୈଳୀ , ଚମତ୍କାର ଚରିତ୍ର ନିର୍ମାଣ , ଗଳ୍ପରେ ପ୍ରଚୁର ସଂଜ୍ଞା ଓ ଚିତ୍ରଭାଷାରେ ବିନ୍ୟାସ ତାଙ୍କ ପ୍ରତିଷ୍ଠା ଓ…

ବାସ୍ତବରେ ଆତ୍ମତୃପ୍ତି ଥାଏ ମନରେ : ଅମରେଶ ବିଶ୍ବାଳ

ଅମରେଶ ବିଶ୍ବାଳ , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ର ମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା…

ପୁରସ୍କାର ନୁହେଁ ,ସାଧନାରେ ହିଁ ବିଶ୍ୱାସ : ଡକ୍ଟର ପ୍ରଦୀପ କୁମାର ପଣ୍ଡା

ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସଶ୍ରଦ୍ଧ ଓ ସିଦ୍ଧ ଉଚ୍ଚାରଣ ଡକ୍ଟର ପ୍ରଦୀପ କୁମାର ପଣ୍ଡା। ଆଙ୍ଗିକ ଓ ଆତ୍ମିକ ପରୀକ୍ଷା ସେ ଜାରି କରିଛନ୍ତି କବିତାରେ। ଜୀବନ ଯାହା ନୁହେଁ ଓ ଯାହା ହୋଇ ପାରନ୍ତା , ତାକୁ କବିତାରେ ଅଭିମନ୍ତ୍ରିତ କରିବାର ଆୟୋଜନ ତାଙ୍କୁ ଜଣେ ଦାର୍ଶନିକ କବିର ମାନ୍ୟତା ଦିଏ।…

ପାଠକ ହିଁ ଲେଖକର ସର୍ବଶ୍ରେଷ୍ଠ ବିଚାରକ : ଦ୍ବିତୀ ଚନ୍ଦ୍ର ସାହୁ

ଓଡ଼ିଶା ସାହିତ୍ୟରେ ତରୁଣ ପିଢ଼ିର ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦ୍ବିତୀ ଚନ୍ଦ୍ର ସାହୁ । ସ୍ତମ୍ଭ , ଗଳ୍ପ , କବିତା , ଉପନ୍ୟାସ , ଫିଚର, ଶିଶୁ ସାହିତ୍ୟ , ନାଟକ , ଗୀତ ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ…

ନକରାତ୍ମକ ମଣିଷଟି ସବୁଠାରୁ ଅଧିକ ଭଲ ପାଉଥାଏ: ଅମିୟ ବେଜ

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଅମିୟ ବେଜ। ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପ ର କଳେବର ଦେଇ ଭାବପୂର୍ଣ , ସମ୍ବେଦନଶୀଳ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ସେ ଉପସ୍ଥାପନ କରିପାରନ୍ତି। ଗାଳ୍ପିକଙ୍କ ସମସ୍ତ ଗଳ୍ପ ବିସ୍ତୃତ ନୁହେଁ କିନ୍ତୁ ପାଠକଙ୍କ…

ଅନୁଭୂତି ଯେତେ ସାନ୍ଦ୍ର ହୁଏ ଲେଖା ସେତେ ଶାଣିତ ହୁଏ: ଲକ୍ଷ୍ମୀ ଚାନ୍ଦ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ର ଲକ୍ଷ୍ମୀ ଚାନ୍ଦ। ଭାବ ଭାଷା ଓ ଚରିତ୍ର ର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର କଳେବର ସବୁବେଳେ ଜୀବନ୍ତ। ଚରିତ୍ର ମାନଙ୍କ ଅନ୍ତର୍ଚେତନାରୁ କୌଶଳ କ୍ରମେ ଗଭୀର ଅନୁଭବକୁ ନିଜ ଭିତରକୁ ସଂଚାରି ଆଣି ତାକୁ ନେଇ ସୃଷ୍ଟି କରନ୍ତି ଗଳ୍ପ ଓ ଉପନ୍ୟାସ।…