Latest Odisha News

BREAKING NEWS

Browsing Tag

Investment

ଡାକ ବିଭାଗର ଏହି ସଞ୍ଚୟ ଯୋଜନାରେ ନିବେଶ କରନ୍ତୁ, ମାସିକ ଆୟ ୯,୨୫୦ ଟଙ୍କା

ନୂଆଦିଲ୍ଲୀ: ଅନେକ ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନା ରହିଛି ଯାହା ଛୋଟ ନିବେଶକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ | ସେହି ଯୋଜନାଗୁଡିକ ମଧ୍ୟରୁ ଗୋଟିଏକୁ ମାସିକ ସଞ୍ଚୟ ଯୋଜନା (Post Office Monthly Income Scheme) କୁହାଯାଏ | ଏହି ଯୋଜନା ମାଧ୍ୟମରେ ଯେକୌଣସି ବ୍ୟକ୍ତି ପ୍ରତି ମାସରେ ଆୟ…

ଦରମା ସଞ୍ଚୟ ଫର୍ମୁଲା : ବେତନର ୨୦% କରନ୍ତୁ ନିବେଶ

ନୂଆଦିଲ୍ଲୀ: ଲୋକମାନେ ଅଧିକରୁ ଅଧିକ ଟଙ୍କା ପାଇବାକୁ ଚାହାଁନ୍ତି ଯାହା ଦ୍ବାରା ସେମାନେ ଭଲ ଜୀବନଯାପନ କରିପାରିବେ। ଏଥିଲାଗି ଲୋକମାନେ ଦିନରାତି ପରିଶ୍ରମ କରନ୍ତି | ତଥାପି, ଅଧିକାଂଶ ଲୋକ ଏଥିରେ ସଫଳ ହେବାକୁ ସକ୍ଷମ ନୁହଁନ୍ତି, ଯାହାର କାରଣ ହେଉଛି ସେମାନଙ୍କର କମ୍ ଦରମା | ଯେଉଁମାନଙ୍କର…

ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ: ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ ବୋଲି ଫିକି ସଭାପତି ତଥା ଇଣ୍ଡିଆନ୍ ମେଟାଲ୍ସ ଏଣ୍ଡ ଫେରୋ ଆଲଏଜ୍ (ଇମ୍ଫା) ପରିଚାଳନା ନିର୍ଦ୍ଦେଶକ (ଏମଡି) ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି । ନିକଟରେ ଫିକି ଏବଂ ୟୁଏସ୍ – ଇଣ୍ଡିଆ ଷ୍ଟ୍ରାଟେଜିକ…

ପୁଞ୍ଜି ସଂଗ୍ରହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବର୍ଷିଲେ ବିଜୟ

ଭୁବନେଶ୍ବର : ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ବିଜୟ ପଚାରିଛନ୍ତି, ବିଦେଶ ଭ୍ରମଣ ଫଳରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ କେତେ ପୁଞ୍ଜି ଆସିଛି । ଏଥିସହ ସେ…

ପୁଞ୍ଜିନିବେଶରେ ଆଗରେ ଓଡ଼ିଶା, ପ୍ରତାପ କହିଲେ; ପାରାଦୀପ ହେବ ପେଟ୍ରୋକେମିକାଲ୍ ହବ୍‌

ଭୁବନେଶ୍ୱର : ପୁଞ୍ଜିନିବେଶରେ ଓଡ଼ିଶା ଆଗରେ ରହିଛ। ଯେଉଁଠି ଜାତୀୟ ହାର ୨୨ ପ୍ରତିଶତ ରହିଛି ସେଠାରେ ୪୫ରୁ ୪୭ ପ୍ରତିଶତ ଓଡ଼ିଶାରେ ପୁଞ୍ଜିନିବେଶ ରହିଛି । ମେକ ଇନ୍ ଓଡ଼ିଶା ୨୦୨୨ ଜରିଆରେ ଆସିଥିବା ୭୪୧ ଶିଳ୍ପ ଆଗ୍ରହ ପ୍ରସ୍ତାବ କାର୍ଯ୍ୟକ୍ଷମ ହେଲେ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର…

ବିଧାନସଭା ବାହାରେ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟାର୍ଗେଟ୍

ଭୁବନେଶ୍ୱର: ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ବାହାରେ ବିରୋଧୀଙ୍କ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ଅଭିଯୋଗର ଜବାବ ରଖିଛନ୍ତି ନବୀନ । କହିଛନ୍ତି, ଓଡ଼ିଶାରେ ଆଇନ୍ ଶୃଙ୍ଖଳା ସ୍ଥିତି ପାଇଁ ପୁଞ୍ଜିନିବେଶ ଆସୁଛି । ଯଦି ରାଜ୍ୟରେ ଆଇନ୍ ଶୃଙ୍ଖଳା…

ଜାମଶେଦପୁରରେ ନିବେଶକଙ୍କୁ ଓଡି଼ଶା ନିମନ୍ତ୍ରଣ, ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ

ଭୁବନେଶ୍ୱର: ଦେଶର ଏକ ଅଗ୍ରଣୀ ଶିଳ୍ପଖଣ୍ଡ ହେବାର ନିରନ୍ତର ପ୍ରୟାସରେ ଓଡ଼ିଶା ସରକାର ଏବଂ କନଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ସହ ଏକ ମିଳିତ ନିବେଶକ ବୈଠକ ଆୟୋଜିତ ହୋଇଯାଇଛି। ଏପ୍ରିଲ ୧୩ ଏବଂ ୧୪ରେ ଜାମଶେଦପୁର ଠାରେ ଦୁଇ ଦିନିଆକାର୍ଯ୍ୟକ୍ରମରେ ଝାଡ଼ଖଣ୍ଡର ୧୨୦ରୁ ଅଧିକ…

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୪୫୪୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଟିପିଜି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ବୈକଳ୍ପିକ ସମ୍ପତ୍ତି ପରିଚାଳନା ସଂସ୍ଥା ଟିପିଜି ପକ୍ଷରୁ…