Latest Odisha News

BREAKING NEWS

Browsing Tag

israel

୪୮ ଘଣ୍ଟା ଭିତରେ ସିରିଆ ଉପରେ ୪୮୦ ଏୟାରଷ୍ଟ୍ରାଇକ

ନୂଆଦିଲ୍ଲୀ: ସିରିଆରେ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କୁ କ୍ଷମତାରୁ ହଟାଇବା ପରେ ଇସ୍ରାଏଲ ଦେଶରେ ବ୍ୟାପକ ଏୟାରଷ୍ଟ୍ରାଇକ କରିବାରେ ଲାଗିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଘୋଷଣା ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ ସିରିଆରେ ପ୍ରାୟ ୪୮୦ଟି ଆକାଶ ଏବଂ ସ୍ଥଳଭାଗଗୁଡ଼ିକରେ ଆକ୍ରମଣ…

ଇସ୍ରାଏଲ ଓ ହିଜବୁଲ୍ଲାହର ଅସ୍ତ୍ରବିରତି ବୁଝାମଣା, ଜାଣନ୍ତୁ କଣ ରହିଛି କାରଣ..

ଗାଜା: ଇସ୍ରାଏଲ ଏବଂ ହିଜବୁଲ୍ଲାହ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା  ପାଇଁ ଏକ ଚୁକ୍ତି ହୋଇଛି। ଯାହା ପରେ ହିଜବୁଲ୍ଲାହ ଏବଂ ଇସ୍ରାଏଲ ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ। ତେବେ ଉଭୟ ୬୦ ଦିନ ଧରି ଅସ୍ତ୍ରବିରତି ଉଲ୍ଲଂଘନ ନକରିବାକୁ ସହମତି ହୋଇଛନ୍ତି। ତେବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ମିଳିଲା ହିଜବୁଲ୍ଲା ବଙ୍କର; ରହିଛି ୫୦୦ ନିୟୁତ ଡ଼ଲାରରୁ ଅଧିକ ସୁନା ଓ ଟଙ୍କା

ନୂଆଦିଲ୍ଲୀ: ହିଜବୁଲ୍ଲା ବଙ୍କର ଠାବ। ହିଜବୁଲକୁ ନେଇ ଏକ ବଡ଼ ଖୁଲାସା କରିଛି ଇସ୍ରାଏଲ। ଇସ୍ରାଏଲ ସେନା (ଆଇଡ଼ିଏଫ)ର ମୁଖ୍ୟ ମୁଖପାତ୍ର ରିୟର ଏଡ଼ମିରଲ ଡ଼େନିୟଲ ହାଗରୀ ଦାବି କରିଛନ୍ତି ଯେ, ହିଜବୁଲ ମୁଖ୍ୟ ହସନ ନସରଲ୍ଲାହଙ୍କୁ ଯେଉଁ ବଙ୍କରରେ ହତ୍ୟା କରାଯାଇଥିଲା ସେଠାରେ ବହୁ ମୂଲ୍ୟବାନ ଜିନିଷ…

ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ

ଲେବାନନ: ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ଇସ୍ରାଏଲ ଏବଂ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଲେବାନନରୁ ହେଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ସକାଳୁ ୩୦୦ରୁ ଅଧିକ ରକେଟ ମାଡ଼ କରାଯାଇଛି। ଏହାର କଡ଼ା ଜବାବ ଦେଇଛି ଇସ୍ରାଏଲ। ୧୦୦ରୁ…

ଇସ୍ରାଏଲରେ ମେଣ୍ଟ ସରକାର ଭାଙ୍ଗିବ, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ଇସ୍ରାଏଲରେ ସରକାର ଭାଙ୍ଗିବ। ଆସନ୍ତା ସପ୍ତାହରେ ଏ ନେଇ ସଂସଦରେ ଶାସକ ଦଳ ଏକ ବିଲ୍ ଆଣିବ ବୋଲି ସୂଚନା ମିଳିଛି।  ପ୍ରଧାନମନ୍ତ୍ରୀ ନଫଟିଲି ବେନେଟ୍ ତାଙ୍କ ସରକାରର ଅନ୍ୟତମ ସହଯୋଗୀ ଦଳର ପ୍ରମୁଖ ନେତା ତଥା ବୈଦେଶିକ ମନ୍ତ୍ରୀ ୟାର ଲାପି଼ଡଙ୍କ ସହ ମିଶି ସଂସଦକୁ ଭଙ୍ଗ କରିବା…

ଇସ୍ରାଏଲ୍‌କୁ ସମର୍ଥନ କରି ଅଡୁଆରେ ଏହି ଅଭିନେତ୍ରୀ

ଭୁବନେଶ୍ୱର: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ସଂଘର୍ଷକୁ ନେଇ ସେଲିବ୍ରିଟିମାନେ ମଧ୍ୟ ନିଜ ମନ୍ତବ୍ୟ ରଖୁଛନ୍ତି । ଏହି ଧାରାରେ ସାମିଲ ହୋଇ ୱାଣ୍ଡର୍ ୱିମେନ୍ ଫେମ୍ ଅଭିନେତ୍ରୀ ଗାଲ୍ ଗାଡୋଟ୍ ଇସ୍ରାଏଲ୍ ସପକ୍ଷରେ ଏକ ଟୁଇଟ୍ ଓ ଇନଷ୍ଟା ପୋଷ୍ଟ କରିଥିଲେ । ହେଲେ ଏହି ପୋଷ୍ଟ ପରଠୁ ତାଙ୍କୁ…

ଇସ୍ରାଏଲ୍ ଉପରେ ରକେଟ୍ ମାଡ଼, ଭାରତୀୟ ମହିଳାଙ୍କ ସମେତ ୨୮ ମୃତ

ନୂଆଦିଲ୍ଲୀ: ଅଶାନ୍ତ ଇସ୍ରାଏଲ୍ । ଫଲସ୍ତିନି ଉଗ୍ରବାଦୀ ଇସ୍ରାଏଲ୍ ସହର ତେଲ ଅବିବରେ ୧୩୦ଟି ମିସାଇଲ୍ ମାଡ଼ କରିଛନ୍ତି । ଗଜା ପଟ୍ଟିରେ ଏକ କୋଠା ଉପରେ ଇସ୍ରାଏଲ୍ କରିଥିବା ଆକ୍ରମଣର ଜବାବରେ ଉଗ୍ରବାଦୀ ଏଭଳି ଆକ୍ରମଣ କରିଥିବା କୁହାଯାଉଛି । ଭାରତରେ ଅବସ୍ଥାପିତ ଇସ୍ରାଏଲ୍ ରାଜଦୂତଙ୍କ…

[ଭିଡିଓ] ଇସ୍ରାଏଲରେ ଭାରତ ପାଇଁ ଶୁଭୁଛି “ଓମ୍ ନମଃ ଶିବାୟ”

ଭୁବନେଶ୍ୱର: କୋଭିଡ୍‌-୧୯ର ଦ୍ୱିତୀୟ ଲହରି ସହ ଜୁଝୁଛି ଭାରତ । ଏପରି ସ୍ଥିତିରେ ଅନେକ ଦେଶ ଭାରତକୁ ବଢାଇଛନ୍ତି ସହାନୁଭୂତି ଓ ସହାୟତାର ହାତ । ଏହି ଧାରାରେ ସାମିଲ ହୋଇ ଗୁରୁବାର ଇସ୍ରାଏଲ୍ ମଧ୍ୟ ଅକ୍ସିଜେନ୍ କନ୍‌ସିଣ୍ଟ୍ରେଟର୍ସ ଓ ରେସ୍ପାଇରେଟର୍ସ ଭାରତକୁ ପଠାଇଛି । ହେଲେ ଏବେ ସେଠିକାର…

ଇସ୍ରାଏଲ୍ ପିଏମ୍‌ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ; ବିକ୍ଷୋଭକାରୀଙ୍କ ଜୋର୍‌ଦାର୍‌ ପ୍ରଦର୍ଶନ…

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସରକାରୀ ବାସଭବନ ବାହାରେ ହଜାର ହଜାର ଲୋକ ପ୍ରଦର୍ଶନ କରିଥିଲେ। ଶନିବାର ଦିନ ଜେରୁଜେଲମରେ ନେତାନ୍ୟାହୁଙ୍କ ବାସଭବନ ବାହାରେ ବିକ୍ଷୋଭକାରୀମାନେ ଏକାଠି ହୋଇଥିଲେ। ବାସ୍ତବରେ, ନେତାନ୍ୟାହୁଙ୍କ ଉପରେ ଲାଞ୍ଚ ନେବା, ଠକେଇ…