Latest Odisha News

BREAKING NEWS

Browsing Tag

Jajpur Police

ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ବେଳେ ୫ ଗିରଫ, ବନ୍ଧୁକ ଓ ମାରଣାସ୍ତ୍ର ଜବତ

ଯାଜପୁର: ଡକାୟତି ଯୋଜନା ପଣ୍ଡ, ୫ ଗିରଫ । ଯାଜପୁର ଜିଲ୍ଲା ବୈରୀ ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିଛି । ଛତିଆ ସ୍ଥିତ ଏକ ପେଟ୍ରୋଲ୍ ପମ୍ପରୁ ଡକାୟତି ନେଇ ଯୋଜନା କରୁଥିବା ବେଳେ ବୈରୀ ଥାନା ପୋଲିସ ୫ ଜଣଙ୍କୁ ଗିରଫ କରି…

POS ମେସିନ୍ ଲଗାଇବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ, ବନ୍ଧା ହେଲା ଗ୍ୟାଙ୍ଗ

ଯାଜପୁର: ବିଭିନ୍ନ ଦୋକାନରେ (POS) ବା ପଏଣ୍ଟ ଅଫ୍ ସେଲ୍ ମେସିନ୍ ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ବନ୍ଧା ହେଲେ ଦମ୍ପତିଙ୍କ ସହ ୫ ଜଣ । ଠକଙ୍କ ଠାରୁ ନଗଦ ୧୦ ଲକ୍ଷ ଟଙ୍କା, ୬୩ଟି ଏଟିଏମ କାର୍ଡ, ଗୋଟିଏ କ୍ରେଡିଟ୍ କାର୍ଡ, ୭ଟି ମୋବାଇଲ ଫୋନ୍, ୪୬ଟି ସିମ୍ କାର୍ଡ, ୨୧ଟି…

ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ: ରିମାଣ୍ଡରେ ଗିରଫ ବୟଫ୍ରେଣ୍ଡକୁ ମାରାଥନ୍ ଜେରା

ଯାଜପୁର: ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା । ଗିରଫ ବୟଫ୍ରେଣ୍ଡ କହିବ କେମିତି ଓ କେଉଁ ପରିସ୍ଥିତିରେ ଝଡ଼ିଗଲେ ଝରାଫୁଲ ? ଗିରଫ ରାକେଶ ସ୍ୱାଇଁକୁ ତିନି ଦିନିଆ ରିମାଣ୍ଡରେ ନେଇ ଜରା କରୁଛି ଯାଜପୁର ପୋଲିସ । କୁଆଖିଆ ଥାନାରେ ପଚରାଉଚରା କରୁଛନ୍ତି ଯାଜପୁର ରୋଡ୍…