ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର କରିବାକୁ ଜାହ୍ନବୀ ଦାବି କରିଥିଲେ ୮ କୋଟି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ପାଇଁ ଏବେ ସମୟ ବହୁତ ଭଲ ଚାଲିଛି। ସାଉଥ୍ ସିନେମା ଜଗତରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇ ସେ ଏବେ ସେଠାକାର ପ୍ରଥମ ପସନ୍ଦ ପାଲଟିଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ବୁଚି ବାବୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ପେଦ୍ଦି'ରେ…