Latest Odisha News

BREAKING NEWS

Browsing Tag

Jasprit Bumrah

ବୁମରାଙ୍କ ସେନା ଦେଶରେ ୧୦୦ ଟେଷ୍ଟ ୱିକେଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍‌ ଇଣ୍ଡିଆ ଇଂଲଣ୍ଡଠାରୁ ଟେଷ୍ଟରେ ପରାସ୍ତ ହୋଇଛି । ତେବେ ଅଧିନାୟକ ବୁମରା ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଭାରତର ପେସ୍‌ ବୋଲର ଯଶପ୍ରୀତ ବୁମରା ସେନା ଦେଶ (ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ) ରେ ୧୦୦ ଟେଷ୍ଟ ୱିକେଟ୍‌ ପୂରଣ…

ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ବିବାହ କଲେ କ୍ରିକେଟର ଜସ୍‌ପ୍ରୀତ ବୁ‌ମ୍ରା

ଗୋଆ: ଭାରତୀୟ କ୍ରିକେଟର ଜସପ୍ରୀତ ବୁ‌ମ୍ରା ଆଜି ଟିଭି ଉପସ୍ଥାପିକା ସଞ୍ଜାନା ଗଣେଶନଙ୍କ ହାତ ଧରିଛନ୍ତି । ସୋସିଆଲ ମିଡିଆରେ ବୁ‌ମ୍ରା ବିବାହ ଫଟୋ ସେୟାର କରିଛନ୍ତି । ଗୋଆରେ ଅଳ୍ପ କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଛି । “Love, if it finds you worthy,…

ବୁ୍‌ମ୍‌ରା ମଧ୍ୟ ଆହତ ହେବା ପରେ ବଢିଲା ଟିମ୍ ଇଣ୍ଡିଆର ସମସ୍ୟା

ସିଡ୍‌ନି: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମରେ ଆହତ ସମସ୍ୟା ବଢିବାରେ ଲାଗିଛି । ଫାଷ୍ଟ ବୋଲର୍ ଜସପ୍ରୀତ ବୁମରା ମଧ୍ୟ ଆହତ ହେବାରୁ ଟିମ୍‌ର ଚିନ୍ତା ବଢି ଯାଇଛି । ତଳିପେଟର ମାଂସପେଶୀରେ ସମସ୍ୟା ହୋଇଥିବା ଜଣାପଡିଛି । ଏଥିପାଇଁ ସେ ବ୍ରିସବେନରେ ହେବାକୁ ଥିବା ଟେଷ୍ଟ ସିରିଜର…

କିଏ ପାଇଛି ଅଧିକ ପାଉଣା, ବିରାଟ ନା ବୁମ୍‌ରାହ ?

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ଦୃତ ବୋଲର୍ ଜଶପ୍ରୀତ୍ ବୁମ୍‌ରାହ । ଅନ୍ୟପଟେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲି । ଦୁହେଁ ନିଜନିଜ ସ୍ଥାନରେ ଶ୍ରେଷ୍ଠ । ହେଲେ ମ୍ୟାଚ୍ ଫି ମାମଲାରେ ବିରାଟଙ୍କୁ ପଛରେ ପକାଇଛନ୍ତି ବୁମ୍‌ରାହ । ଚଳିତବର୍ଷ ଭାରତୀୟ କ୍ରିକେଟର୍ ଭାବେ ବୁମ୍‌ରାହ…