Latest Odisha News

BREAKING NEWS

Browsing Tag

Jatra

ବାଦଲ ଫଟା ବର୍ଷାରେ ୧୫ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ

ଜମ୍ମୁ: ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁ- କଶ୍ମୀର ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା ହୋଇ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିସହ ଅନେକ ତୀର୍ଥଯାତ୍ରୀ ନିଖୋଜ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ।  ଉଦ୍ଧାର କାର୍ଯ୍ୟରେ ପୁଲିସ, ଏନଡିଆରଏଫ  ଓ ଭାରତୀୟ ସେନା…

ଏପ୍ରିଲ୍ ୨୧ରୁ ଯାତ୍ରା ଓ ଥିଏଟର ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢୁଥିବା କରୋନା‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ପକ୍ଷରୁ ସୋମବାର ଦିନ କଟକଣା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଯାତ୍ରା ଓ ଥିଏଟର ଉପରେ ପ୍ରତିବନ୍ଧକ ଲଗାଯାଇଛି‌ ଯାତ୍ରା/ଅପେରା/ମୁକ୍ତାକାଶ ରଙ୍ଗମଞ୍ଚକୁ ରାଜ୍ୟରେ ଅନୁମତି ଦିଆଯିବ…