Latest Odisha News

BREAKING NEWS

ଏପ୍ରିଲ୍ ୨୧ରୁ ଯାତ୍ରା ଓ ଥିଏଟର ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢୁଥିବା କରୋନା‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ପକ୍ଷରୁ ସୋମବାର ଦିନ କଟକଣା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଯାତ୍ରା ଓ ଥିଏଟର ଉପରେ ପ୍ରତିବନ୍ଧକ ଲଗାଯାଇଛି‌

ଯାତ୍ରା/ଅପେରା/ମୁକ୍ତାକାଶ ରଙ୍ଗମଞ୍ଚକୁ ରାଜ୍ୟରେ ଅନୁମତି ଦିଆଯିବ ନାହିଁ ଏବଂ ଏହି ପ୍ରତିବନ୍ଧକ ଏପ୍ରିଲ ୨୧ରୁ ଲାଗୁ ହେବାକୁ ଥିବା ବେଳେ ମେ ୧୫ ଯାଏଁ ବଳବତ୍ତର ରହିବ।

ଏହା ପୂର୍ବରୁ ୧୦୦୦ ଜଣଙ୍କୁ ଅନୁମତି ଦିଆଯାଇଥିଲା। ସେହିପରି ସିନେମା ହଲ୍ ୫୦ ପ୍ରତିଶତ କ୍ଷମତାରେ ଚାଲିବ।

ଅଧିକ ପଢନ୍ତୁ- ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଲାଗି ରାଜ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶନାମା

Leave A Reply

Your email address will not be published.