Latest Odisha News

BREAKING NEWS

Browsing Tag

Kabul Airport

କାବୁଲ ବିମାନବନ୍ଦରରେ ତାଲିବାନର ବିଜୟ ଘୋଷଣା

କାବୁଲ: କାବୁଲ ବିମାନବନ୍ଦରରୁ ଆମେରିକା ସେନା ପ୍ରତ୍ୟାହାର କରିବାର କିଛି ଘଣ୍ଟା ପରେ ତାଲିବାନ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛି ଯେ କାବୁଲ ବିମାନବନ୍ଦର‌ରେ ତାଲିବାନର ବିଜୟ ହୋଇଛି ଏବଂ ଏହି ବିଜୟ ସମସ୍ତ ଆଫଗାନିସ୍ତାନଙ୍କ। କାବୁଲ ବିମାନବନ୍ଦରରେ ତାଲିବାନ ମୁଖପାତ୍ର କହିଛନ୍ତି ଯେ…

୩୬ ଘଣ୍ଟାରେ କାବୁଲ ଏୟାରପୋର୍ଟରେ ହୋଇପାରେ ଆତଙ୍କୀ ହମଲା, ସତର୍କ କରାଇଲେ ବାଇଡେନ୍

କାବୁଲ: ଆମେରିକା ସେନା ପ୍ରତ୍ୟାହାର ଡେଡଲାଇନ୍ ସରି ସରି ଆସୁଛି । ଆଉ ଦୁଇ ଦିନ ପରେ କାବୁଲରୁ ଫେରିଯିବେ ଆମେରିକା ସୈନ୍ୟ । ତାପୂର୍ବରୁ କାବୁଲ ଏୟାରପୋର୍ଟରେ ପୁଣି ଥରେ ଆତଙ୍କବାଦୀ ହମଲା ହୋଇପାରେ । ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ହମଲା ଆଶଙ୍କା ରହିଛି । ସୁରକ୍ଷା ସ୍ଥିତିର ଯାଞ୍ଚ ପରେ…

କାବୁଲ ବିମାନବନ୍ଦରରେ ଆକାଶଛୁଁଆ ପାଣି ଦର; ଗୋଟେ ବୋତଲକୁ ୪୦ ଡଲାର

କାବୁଲ: ଆଫଗାନିସ୍ତାନକୁ ଦଖଲକୁ ନେବା ପରେ କାବୁଲ ବିମାନବନ୍ଦର ବାହାରେ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ବିମାନବନ୍ଦର ବାହାରେ ବିସ୍ଫୋରଣର ଗୋଟିଏ ଦିନ ପରେ ମଧ୍ୟ ହଜାର ହଜାର ଆଫଗାନିସ୍ତାନ ବିମାନବନ୍ଦରରେ ଦେଶ ଛାଡି ପଳାଇବା ପାଇଁ ଛିଡାହୋଇ ରହିଛନ୍ତି। କାବୁଲ ବିମାନବନ୍ଦର…

ଆଫଗାନ ନାଗରିକଙ୍କ ବାଟ ଓଗାଳୁଛନ୍ତି ତାଲିବାନୀ: ସିଲ୍ କଲେ ଏୟାରପୋର୍ଟ ରାସ୍ତା

କାବୁଲ: ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଡେଡଲାଇନ୍ ପାଖେଇ ଆସିଲାଣି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ତାର ସେନା ଅପସାରଣ କରିନେବ । ତାପୂର୍ବରୁ ଦବଦବା ଜାହିର କରୁଛନ୍ତି ବର୍ବର ତାଲିବାନୀ । ରେସକ୍ୟୁ ମିଶନରେ ବାଧା ସୃଷ୍ଟି କରୁଛନ୍ତି । ଆଫଗାନିସ୍ତାନ ନାଗରିକଙ୍କୁ ଯିବାକୁ…

ଆଫଗାନିସ୍ତାନରୁ ପଳାୟନର ଆଉ ଗୋଟିଏ ବିକଳ ଚିତ୍ର: ବିମାନ ଭିତରେ ୬୪୦ ଜଣ ଭର୍ତ୍ତି

ନୂଆଦିଲ୍ଲୀ: ଉପରେ ଆପଣ ଦେଖୁଥିବା ଫଟୋ କୌଣସି ଶିବିରର ନୁହେଁ । ଏହା ଗୋଟିଏ ବିମାନ ଭିତରର ଫଟୋ । ଏକାଠୁ ଖୁନ୍ଦାଖୁନ୍ଦି ହୋଇ ଲୋକ ବସିଛନ୍ତି । ଏମାନେ ସମସ୍ତେ ତାଲିବାନରୁ ପଳାଉଥିଛନ୍ତି । ଲୋକଙ୍କୁ ଉଦ୍ଧାର ପାଇଁ ଆସିଥିବା ଆମେରିକା ବାୟୁସେନା ବିମାନରେ ବସି ପଳାଉଛନ୍ତି । ଗୋଟିଏ ବିମାନରେ…

କାବୁଲ ଏୟାରପୋର୍ଟରୁ ଆସିଲା ବିକଳ ଚିତ୍ର, ବିମାନରେ ବସିବାକୁ ଠେଲାପେଲା

କାବୁଲ: ଆଫଗାନିସ୍ତାନରେ ସ୍ଥିତି ବିଗିଡ଼ିାରେ ଲାଗିଛି । ତାଲିବାନ ହାତକୁ ଶାସନ କ୍ଷମତା ଚାଲିଯିବା ପରେ ସାଧାରଣ ଲୋକ ଆତଙ୍କିତ । କାବୁଲ ଛାଡ଼ି ପଳାଉଛନ୍ତି ବିଭିନ୍ନ ଦେଶର ଲୋକ । ଏୟାରପୋର୍ଟରେ ଅସମ୍ଭାଳ ଭିଡ଼ । ବିମାନବନ୍ଦର ପରିସରରୁ ଏମିତି ଚିତ୍ର ସାମନାକୁ ଆସିଛି ଯାହା ସାରା ବିଶ୍ୱକୁ…