Latest Odisha News

BREAKING NEWS

Browsing Tag

Kamkhyanagar

ସ୍ତ୍ରୀକୁ ହତ୍ୟା କରିବା ପରେ ଉଲଗ୍ନ କରି ପୂଜାର୍ଚ୍ଚନା କଲା ପିଶାଚ ସ୍ୱାମୀ

କାମାକ୍ଷାନଗର : ଶିବରାତ୍ରୀରେ ତନ୍ତ୍ର ପାଇଁ ବଳି ପଡିଲା ସ୍ତ୍ରୀ । ପିଶାଚ ସ୍ୱାମୀର ନାରକୀୟ କାଣ୍ଡ । ଢେଙ୍କାନାଳ ତନ୍ତ୍ର ସାଧନା ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଲା ପିଶାଚ ସ୍ୱାମୀ । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଘଟିଛି । ସ୍ତ୍ରୀକୁ ହତ୍ୟା କରିବା…

ସଟସର୍କିଟରୁ ଜଳିଗଲା ୮ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କାମାକ୍ଷାନଗର : ଖଟଖୁରା ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୮ ବଖରା ଘର । ଏନେଇ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ବିଦ୍ୟୁତ ସର୍ଟସର୍କିଟ କାରଣରୁ ହୋଇଥିବା ସନ୍ଦେହ କରାଯାଉଛି । ଖଟଖୁରା ଗାଁ ନୂଆସାହିର ଜମ୍ବେଶ୍ଵର ବିଶ୍ୱାଳ, ଗୋପାଳ ବିଶ୍ୱାଳ ଓ ସୁବଳ…

ପଦ୍ମ ପୋଖରୀରେ ବୁଡ଼ି ମହିଳା ମୃତ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ପଦ୍ମପୋଖରୀ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପଦ୍ମ ପୋଖରୀରେ ବୁଡି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଜୟପୁରାକାଟେଣୀ ପଞ୍ଚାୟତ ପଦ୍ମପୋଖରୀ ଗାଁର ରାଧା ଦେହୁରୀ । ରାଧା ସକାଳୁ ଘର ପାଖ ବେଣାପାଟିଆ ପୋଖରୀକୁ ଶୌଚ…

ଓକିଲଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୩ଗିରଫ

କାମାକ୍ଷାନଗର : ବହୁ ଚର୍ଚ୍ଚିତ ଓକିଲ ଶଶଧର ମହାନ୍ତି ଆକ୍ରମଣକୁ ନେଇ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ।  ଏହାକୁ ନେଇ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ଏକ ପ୍ରେସମିଟ ମାଧ୍ୟମରେ ପ୍ରକାଶ କରିଛନ୍ତି । ଗତ ମାସ ୨୮ ତାରିଖ ଦିନ ଏକ ରେଷ୍ଟୁରାଣ୍ଟରେ କିଛି…