Latest Odisha News
Browsing Tag

kangana

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ କଙ୍ଗନା ଓ ଅଦନାନ୍ ସାମି

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର ୨୦୨୦ ଦିଲ୍ଲୀର ରାଷ୍ଟ୍ରୀୟ ଭବନରେ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।…

ରିଲିଜ୍ ଅପେକ୍ଷାରେ ଧାକଡ, ନୂଆ ଅବତାରରେ ଆସୁଛନ୍ତି କଙ୍ଗନା

ମୁମ୍ବାଇ: ବିବାଦୀୟ ମନ୍ତବ୍ୟକୁ ବାଦ୍ ଦେଲେ ୟୁନିକ୍ କାହାଣୀ ଉପରେ ନିର୍ମିତ ଫିଲ୍ମରେ ଅଭିନୟ କରିବା ନେଇ କଙ୍ଗନା ଚର୍ଚ୍ଚାରେ ଥାଆନ୍ତି । ନିକଟରେ ଫିଲ୍ମ ଥଲାଇଭିରେ କଙ୍ଗନାଙ୍କୁ ଜୟଲଲିଥାଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ କଙ୍ଗନା ଗୁପ୍ତଚର ଭୂମିକାରେ ଦର୍ଶକଙ୍କ…

କଙ୍ଗନାଙ୍କ ‘ଗଡ୍‌ ମଦର’ ରେଖା

ମୁମ୍ବାଇ: ଭେଟେରାନ ଅଭିନେତ୍ରୀ ରେଖା ୧୦ ଅକ୍ଟୋବରରେ ତାଙ୍କର ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାରକାଙ୍କ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ କଙ୍ଗନା ରାନାୱତ ରେଖାଙ୍କୁ ତାଙ୍କର 'ଗଡ୍‌ ମଦର' ବୋଲି ବର୍ଣ୍ଣନା କରିଛନ୍ତି ଏବଂ…

ଜାଭେଦ-କଙ୍ଗନା ମୁହାଁମୁହିଁ , ଜାଭେଦଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ କଙ୍ଗନା ରଣାୱତ

ମୁମ୍ବାଇ : ବଲିଉଡ୍ ର ଫେମସ୍ ଗୀତିକାର ତଥା ଲେଖକ ଜାଭେଦ ଅଖତର ଓ ଅଭିନେତ୍ରୀ କଙ୍ଗନା ରଣାୱତ ମାନହାନୀ ମାମଲା ।ଏହି ମାମଲାର ଶୁଣାଣି ଆଜି ମୁମ୍ବାଇ ସ୍ଥିତ ଅନ୍ଧେରୀ କୋର୍ଟରେ ହୋଇଛି । ଜାଭେଦ କଙ୍ଗନାକୁ ଘରକୁ ଡାକି ଧମକ ଦେଇଥିବା ନେଇ କଙ୍ଗନା ରାଣାୱତ ଅଭିଯୋଗ ଆଣିଛନ୍ତି। କଙ୍ଗନା ରଣାୱତ…

କଙ୍ଗନାଙ୍କ ଆବେଦନ ଶୁଣୁନାହାନ୍ତି କୋର୍ଟ

ମୁମ୍ବାଇ: ଗୀତିକାର ଜାଭେଦ୍ ଅଖତରଙ୍କ ଓକିଲ ବମ୍ବେ ହାଇକୋର୍ଟଙ୍କୁ ସୂଚାଇ ଦେବା ପରେ ଅଭିନେତା କଙ୍ଗନା ରାନାୱତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜାଭେଦ ଅଖତରଙ୍କ ମାନହାନି ମାମଲାର ସମସ୍ତ ପ୍ରକ୍ରିୟା ବନ୍ଦ କରିବାକୁ କଙ୍ଗନା ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଅଖତରଙ୍କ ପାଇଁ ହାଜର…

କଙ୍ଗନାଙ୍କ କୋଭିଡ୍‌ ପୋଷ୍ଟ ହଟାଇଲା ଇନଷ୍ଟାଗ୍ରାମ

ମୁମ୍ବାଇ: ଇନଷ୍ଟାଗ୍ରାମ କଙ୍ଗନା ରାନାୱତଙ୍କ କରୋନା ପଜିଟିଭ ପୋଷ୍ଟକୁ ଡିଲିଟ କରିଦେଇଛି। କଙ୍ଗନା ନିକଟରେ କରୋନା ପଜିଟିଭ ହୋଇଥିବା ଜଣାପଡିଥିଲା। ଏ ନେଇ ସେ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେୟାର୍‌ କରିଥିଲେ। ସେ ପୋଷ୍ଟ କରିଥିଲେ ଯେ, ସେ କୋଭିଡ୍‌ ପଜିଟିଭ୍ ଚିହ୍ନଟ…

କୃଷକ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସ୍ତରରେ ସମର୍ଥନକୁ ନେଇ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କୃଷକଙ୍କ ଆନ୍ଦୋଳନକୁ ଆନ୍ତର୍ଜାତୀୟ ସ୍ତରରେ ସମର୍ଥନକୁ ନେଇ ଭିନ୍ନ ଭିନ୍ନ ପ୍ରତିକିୟା ଦେଇଆସୁଛନ୍ତି। ନିକଟରେ ଆମେରିକାର ପପ୍ ଗାୟକ ରିହାନା କୃଷକମାନଙ୍କୁ ସମର୍ଥନ କରିଥିଲେ। ଏହା ପରେ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ତାଙ୍କୁ କ୍ରମାଗତ…

ଟ୍ୱିଟ୍‌ର ଉପରେ ପୁଣି ବର୍ଷିଲେ କଙ୍ଗନା

ନୂଆଦିଲ୍ଲୀ: କଙ୍ଗନା ତାଙ୍କ ଚଳଚ୍ଚିତ୍ର ବ୍ୟତୀତ ସାମାଜିକ ତଥା ରାଜନୈତିକ ପ୍ରସଙ୍ଗରେ ନିରବଚ୍ଛିନ୍ନତା ପାଇଁ ବେଶ୍‌ ଜଣାଶୁଣା। ଅନେକ ଥର କଙ୍ଗନା ମଧ୍ୟ ତାଙ୍କ ବିବୃତ୍ତି ହେତୁ ବିବାଦ ଘେରକୁ ଆସିଛନ୍ତି। ଅନେକ ଥର ବିବାଦୀୟ ମନ୍ତବ୍ୟ ହେତୁ ଟ୍ୱିଟର କଙ୍ଗନାଙ୍କ ଆକାଉଣ୍ଟକୁ ମଧ୍ୟ ସ୍ଥଗିତ…

ପୁଣି ଥରେ ବିବାଦ ଘେରରେ କଙ୍ଗନା; କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

କର୍ଣ୍ଣାଟକ: ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଛନ୍ତି। କର୍ଣ୍ଣାଟକର ଟୁମକୁରୁ ଜିଲ୍ଲାର ଏକ କୋର୍ଟ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ କ୍ୟାଥ୍ରାସାନ୍ଦା ପୁଲିସ ଷ୍ଟେସନରେ ମାମଲା ରୁଜୁ କରିବାକୁ…

୨୦୨୦ରେ କେତେ ସମ୍ପତ୍ତିର ମାଲିକାଣୀ କଙ୍ଗନା ରଣାୱତ ?

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଫେମ୍ ତଥା ପଙ୍ଗା ଗାର୍ଲ କଙ୍ଗନା ରଣାୱତ । ସୁଶାନ୍ତଙ୍କ ମାମଲାରେ ବଲିଉଡକୁ ଲଗାତାର ଟାର୍ଗେଟ୍ କରିବା ପରେ ମୁମ୍ବାଇକୁ ପିଓକେ କହି ଚର୍ଚ୍ଚାରେ ଅଛନ୍ତି । ସିଧାସଳଖ ମହାରାଷ୍ଟ୍ର ସରକାର ସହ ମୁହାଁମୁହିଁ ହୋଇଥିଲେ ବି ଥମିନି କଙ୍ଗନାଙ୍କ ଦମ୍ଭ । ନିକଟରେ…