Latest Odisha News

BREAKING NEWS

Browsing Tag

Kantabanji

ପୁଅ ଗିରଫକୁ ନେଇ ଡିଜିପିଙ୍କୁ ଟାଣିଲେ ସାଲୁଜା

ଭୁବନେଶ୍ୱର: କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅକୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ସାଲୁଜାଙ୍କ ପୁଅ ସେଜି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ସିନେମା ହଲରେ ଗଣ୍ଡଗୋଳ କରିଥିଲେ । ଯେଉଁଥିପାଇଁ ପୋଲିସ ସେଜିଙ୍କ ସହ ୬ ଜଣଙ୍କୁ ଗିରଫ କରିଛି । ପୁଅ ସହ ୬ ଜଣଙ୍କୁ…

ଜାମିନ୍ ଆବେଦନ ଖାରଜ, ଜେଲ୍ ଗଲେ ସାଲୁଜାଙ୍କ ପୁଅ

ପାଟଣାଗଡ଼: ସିନେମା ହଲରେ ଧମକଚମକ, ଗଣ୍ଡଗୋଳ କରିବା ଅଭିଯୋଗରେ ପୋଲିସ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା । କଂଗ୍ରେସ ବିଧାୟକ ସାଲୁଜାଙ୍କ ପୁଅ ସେଜି ସିଂଙ୍କ ଜାମିନ୍ ଆବେଦନ କୋର୍ଟ ଖାରାଜ କରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ସୂଚନା ଅନୁସାରେ,…

କେମିତି ଆତ୍ମହତ୍ୟା କରିଥିଲେ ଗୋବିନ୍ଦ ? କଣ୍ଟାବାଞ୍ଜି ସବ୍ ଜେଲରେ ହେଲା ସିନ୍ ରିକ୍ରିଏସନ୍

ଭୁବନେଶ୍ୱର: କଣ୍ଟାବାଞ୍ଜି ସବଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିଲେ । ତେବେ ଜେଲ୍ ଭିତରେ କଡ଼ା ସୁରକ୍ଷା ଥାଇ କିଭଳି ଗୋବିନ୍ଦ ଆତ୍ମହତ୍ୟା କଲେ…

କଣ୍ଟାବାଞ୍ଜିରେ ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ବଲାଙ୍ଗିର : କଣ୍ଟାବାଞ୍ଜି ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।  ଗିରଫ ବ୍ୟକ୍ତିଙ୍କ ନାଁ ଶୁକମଣି ଚିରାଗୁନ ଓ ଘର ମୁରିବାହାଲ ଥାନା ସୁକୁନିପଦର ଗାଁର । ସୂଚନାଅନୁଯାୟୀ, ଶୁକମଣି କଣ୍ଟାବାଞ୍ଜି ଅଞ୍ଚଳରୁ…

ଦାଦନ ଦୁଃଖ: ରାଜ୍ୟ ବାହାରକୁ ଚାଲାଣ ବେଳେ କଣ୍ଟାବାଞ୍ଜିରୁ ୫୬ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ରାଜ୍ୟ ବାହାରକୁ ଚାଲାଣ ବେଳେ କଣ୍ଟାବାଞ୍ଜି ଷ୍ଟେସନରୁ ୫୬ ଦାଦନ ଶ୍ରମିକ ଉଦ୍ଧାର । ବେଆଇନ ଭାବରେ ସେମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା । ସେମାନଙ୍କ ଭିତରେ ଅଛନ୍ତି ୨୫ ପୁରୁଷ, ୨୩ ମହିଳା ଓ ୮ ଜଣ ଶିଶୁ । ଉଦ୍ଧାର ଶ୍ରମିକମାନେ ସମସ୍ତେ ନୂଆପଡ଼ା ଜିଲ୍ଲା ସିନାପାଲି…