Latest Odisha News

BREAKING NEWS

Browsing Tag

Keonjhar Police

ଏମିତି ପୁଅ କାହାକୁ ନମିଳୁ, ନିଜ ମାଆକୁ ଇଟାରେ ଛେଚି ମାରିଦେଲା

କେନ୍ଦୁଝର: ମାଆକୁ ମାରି ଦେଲା ପୁଅ । ଯେଉଁ ପୁଅ ବୃଦ୍ଧାବସ୍ଥାରେ ଆଶାର ବାଡ଼ି ହେବ ବୋଲି ଭାବିଥିଲା, ସେଇ ପୁଅ ସାଜିଲା ସୈତାନ । ନିଜ ମାଆକୁ ଇଟାରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଛି ପୁଅ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୨ ନମ୍ବର ୱାର୍ଡ଼ରେ ଏଭଳି ଅଭାବନୀୟ ଓ ଲୋମଟାଙ୍କୁରା…

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପିଟା ଖାଇଲା ଯୁବକ

କେନ୍ଦୁଝର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି ଗାଁ ଲୋକ । ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି…

ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଉଦ୍ୟମ ଘଟଣାରେ ଜଣେ ଅଟକ

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଉଦ୍ୟମ ଏବଂ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ଜଣେ ଅଟକ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ମହାନ୍ତିଙ୍କୁ ଅଟକ ରଖିଛି କେନ୍ଦୁଝର ଟାଉନ୍ ଥାନା ପୋଲିସ । ତାଙ୍କୁ ପଚରାଉଚରା…