ନଭେମ୍ବର ୨୧ରୁ ଆରମ୍ଭ ହେବ ଖରିଫ ଧାନ କିଣା
ଭୁବନେଶ୍ୱର: ନଭେମ୍ବର ୨୧ରୁ ଖରିଫ ଧାନର କ୍ରୟ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି।
ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ମନ୍ତ୍ରୀ ସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷକମାନଙ୍କଠାରୁ ଖରିଫ ଧାନ…