Latest Odisha News
Browsing Tag

Kharif Paddy Procurement

ନଭେମ୍ବର ୩୦ରୁ ନୂଆପଡ଼ାରେ ଖରିଫ ଧାନ ସଂଗ୍ରହ, ପ୍ରତି ମଣ୍ଡିରେ ଲାଗିବ CCTV

ନୂଆପଡ଼ା: ଖରିଫ ଧାନ କିଣା ନେଇ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ଅନୁସାରେ ନୂଆପଡ଼ା ଜିଲ୍ଲାରେ ଆସନ୍ତା ୩୦ ତାରିଖରୁ ଖରିଫ୍ ଧାନ ସଂଗ୍ରହ କରାଯିହ । ଖରିଫ ଧାନ ସଂଗ୍ରହ ପାଇଁ ଚଳିତ ବର୍ଷ ଜିଲ୍ଲାରେ ୪୧ ହଜାର ୬୦୭ ଚାଷୀ ପଞ୍ଜୀକୃତ…

ଖରିଫ ଧାନ ସଂଗ୍ରହ ପାଇଁ ୧୫ ତାରିଖରୁ ଅନଲାଇନରେ ପଞ୍ଜିକରଣ

ଭୁବନେଶ୍ୱର: ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ । ଅନଲାଇନରେ ଚାଷୀଙ୍କର ନାମ ପଞ୍ଜିକରଣ ଆରମ୍ଭ ହେବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ଜୁଲାଇ ୧୫ରୁ ପଞ୍ଜିକରଣ ଆରମ୍ଭ ହୋଇ ଅଗଷ୍ଟ ୧୬ ତାରିଖ ଯାଏ…

ବଢ଼ିଲା ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ମୋଦୀ ସରକାର ବଡ ଘୋଷଣା କରିଛନ୍ତି । ୧୪ଟି ଖରିଫ ଫସଲର ମୂଲ୍ୟକୁ ଦେଢ଼ଗୁଣା ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି…

ଖରିଫ୍ ଋତୁ ଧାନ ସଂଗ୍ରହ: ଚାଷୀଙ୍କ ଲାଗି ପଞ୍ଜିକରଣ ଅବଧି ବଢିଲା

ଭୁବନେଶ୍ୱର: ଖରିଫ୍ ଋତୁ ଧାନ ସଂଗ୍ରହ ପାଇଁ ଥିବା ଚାଷୀଙ୍କ ପଞ୍ଜିକରଣ ଅବଧିକୁ ମଙ୍ଗଳବାର ଦିନ ଓଡିଶା ସରକାର ସେପ୍ଟେମ୍ବର ୧୭ ଯାଏଁ ବୃଦ୍ଧି କରିଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଚାଷୀମାନେ…