Latest Odisha News

BREAKING NEWS

Browsing Tag

Kidnapping

ଉମେଶ ପାଲ୍ ଅପହରଣ ମାମଲାରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଆଜୀବନ ସଜ୍ଜା

ପ୍ରୟାଗରାଜ: ୨୦୦୬ ଉମେଶ ପାଲ୍ ଅପହରଣ ମାମଲାରେ ୟୁପିର ଗ୍ୟାଙ୍ଗଷ୍ଟର ଅତିକ ଅହମଦ, ଦିନେସ ପାସୀ ଓ ସୌଲତ ହନିଫକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଏମପି/ଏମଏଲ୍ଏ ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୩ ଅଭିଯୁକ୍ତଙ୍କୁ ୧ ଲକ୍ଷ ଲେଖାଏ ଜରିମାନା କରିଛନ୍ତି…

ବନ୍ଧାହେଲେ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଶଳା, ଭିଣୋଇ

ସୁବର୍ଣ୍ଣପୁର: ନାବାଳିକା ଅପହରଣ ମାମଲାରେ ଗିରଫ ହେଲେ ଶଳା, ଭିଣୋଇ । ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ସମ୍ପର୍କରେ ଶଳା, ଭିଣୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ତରଭା ଥାନା ଦେଉଳପଦର ଗାଁର ବିନୟ ବାଗ ଓ ଭିଣୋଇ ବୌଦ୍ଧ ମନମୁଣ୍ଡା ଥାନା ଅନ୍ତର୍ଗତ ବିଶ୍ୱଜିତ୍…

୧୫୦ ଭାରତୀୟଙ୍କୁ ଅପହରଣ କଲେ ତାଲିବାନ !

କାବୁଲ: ଆଫଗାନିସ୍ତାନରୁ ଭାରତ ପାଇଁ ଏକ ଖରାପ ଖବର ହସ୍ତଗତ ହୋଇଛି । ୧୫୦ ଲୋକଙ୍କୁ କାବୁଲ ବିମାନବନ୍ଦର ନିକଟରୁ ତାଲିବାନମାନେ ଅପହରଣ କରିନେଇଥିବା ସ୍ଥାନୀୟ ନ୍ୟୁଜ ସଂସ୍ଥା ଅଲ ଇତେହାରେ ରିପୋର୍ଟ ପ୍ରକାଶ ପାଇଛି । ଅପହରଣକାରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଛନ୍ତି । ଅବଶ୍ୟ ଏ ନେଇ…