Latest Odisha News

BREAKING NEWS

Browsing Tag

kidney transplant

କିଡନୀ ପ୍ରତ୍ୟାରୋପଣ କରିବେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ, ଗଲେ ସିଙ୍ଗାପୁର

ନୂଆଦିଲ୍ଲୀ : କିଡନୀ ପ୍ରତ୍ୟାରୋପଣ ଲାଗି ଆରଜେଡି ସୁପ୍ରିମୋ ଲାଲୁ ଯାଦବ ନିଜ ପରିବାର ସହ ସିଙ୍ଗାପୁର ଯାତ୍ରା କରିଛନ୍ତି । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଡିସେମ୍ବର ପ୍ରଥମ ସପ୍ତାହରେ କିଡନୀ ପ୍ରତ୍ୟାରୋପଣ କରାଯିବ । ସିଙ୍ଗାପୁରରେ ବାସ କରୁଥିବା ଲାଲୁଙ୍କ ଝିଅ ରୋହିଣୀ…

ସମ ଅଲଟିମେଟ ମେଡ଼ିକେଆରରେ ସଫଳ କିଡ଼ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର: ସମ ଅଲ୍ଟିମେଟରେ ଅସୁସ୍ଥ ଝିଅକୁ କିଡ଼ନୀ ଦାନ କଲା ମା। ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଛନ୍ତି ଯୁବତୀ। ସମ୍ପୃକ୍ତ ଯୁବତୀଙ୍କ ଦୁଇଟି କିଡ଼ନୀ ସମ୍ପୂଣ୍ଣ ନଷ୍ଟ ହୋଇ ପଡ଼ିଥିଲା। ଚିକିତ୍ସା ପାଇଁ ଗତ ବର୍ଷ ନଭେମ୍ବରରେ ସେ ସମ ଅଲଟିମେଟରେ ଭର୍ତି ହୋଇଥିଲେ। ସମରେ ନେଫରୋଲୋଜି…

ଦରକାର ଥିଲା କିଡନୀ, ଯୋଗାଇଥିଲା ସୋସିଆଲ୍ ମିଡିଆ

ଭୁବନେଶ୍ୱର: ସଦ୍ୟ ସ୍ଥିତିରେ ସୋସିଆଲ୍ ମିଡିଆ ଉଭୟ ଅଭିଶାପ ଓ ଆଶୀର୍ବାଦର ରୂପ ନେଇଛି । ଏ କଥା ସତ ଯେ, ସୋସିଆଲ୍ ମିଡିଆ ଆମକୁ ବିଶ୍ୱର କୋଣଅନୁକୋଣ ସହ ଯୋଡୁଛି । ମନୋରଂଜନର ଖୋରାକ ଯୋଗାଉଛି । ହେଲେ ଏହି ସୋସିଆଲ୍ ମିଡିଆ ଜଣେ ବ୍ୟକ୍ତିଙ୍କ ଜୀବନ ବଂଚାଇଥିବା ଖବର ବୋଧ ହୁଏ ଆପଣ ଜାଣିଥିବେ ।…

କିମ୍‍ସରେ ହେଲା ସଫଳ କିଡ୍‍ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର: କିମ୍‍ସରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ, ସୁସ୍ଥ ହୋଇ ଘରକୁ ଫେରିଲେ ଯୁବକ । ପ୍ରଥମର ଥର ଲାଗି କିମ୍‍ସରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ କରାଯାଇଛି । କିମ୍‍ସରେ ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ କରାଯାଇଛି । ଯୁବକ ଜଣକ ସୁସ୍ଥ ହେବା ପରେ ଆଜି ଘରକୁ…

ମୃତ୍ୟୁମୁଖରେ ପଡିଥିଲେ ବାପା, ଝିଅ ଦେଲେ ନୂଆ ଜୀବନଦାନ

ଭୁବନେଶ୍ୱର: ବାପା ଓ ଝିଅର ନିବିଡ ସମ୍ପର୍କକୁ ଯଥାର୍ଥ କରିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁର ୨୨ ବର୍ଷୀୟା ସଲୋନୀ ଗର୍ଗ । ବାପାଙ୍କୁ ନୂଆ ଜୀବନ ଦେବା ପାଇଁ ଅବିଳମ୍ବେ କରିଥିଲେ ନିଜ କିଡନୀ ଦାନ । ଏଭଳି ଏକ ଘଟଣା ଅଗଣିତ ଲୋକଙ୍କୁ ଦେଇଛି ଆତ୍ମ ପ୍ରସନ୍ନତା । ଲଡୁଗାଁର ୪୭…