Latest Odisha News

BREAKING NEWS

Browsing Tag

koraput

ଫାଟିଲା ମୋବାଇଲ ଫୋନ୍, ବର୍ଷକର ଶିଶୁ କନ୍ୟା ଗୁରୁତର

କୋରାପୁଟ: ମୋବାଇଲ୍ ଫାଟିବାରୁ ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗାଁରେ । ଆହତ ଶିଶୁକୁ ପ୍ରଥମେ ଲକ୍ଷ୍ମୀପୁର ଡାକ୍ତରଖାନା ଓ ପରେ କୋରାପୁଟ ସ୍ଥାନାନ୍ତର କରାଯାଇଛି । ଆହତ ଶିଶୁ ହେଉଛି…

ବ୍ରିଜ ଉପରେ ଦୁଇ ଭାଗ ହୋଇଗଲା ମାଲବାହୀ ଟ୍ରେନ୍

କୋରାପୁଟ: ମଝିରୁ ଅଲଗା ହୋଇଗଲା ଚଳନ୍ତା ମାଲବାହୀ ଟ୍ରେନ୍ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଷ୍ଟେସନରୁ କିଛି କିଲୋମିଟର ଦୂରରେ ମାଲବାହୀ ଟ୍ରେନ୍ ଦୁଇ ଭାଗ ହୋଇଗଲା । ଟ୍ରେନର ପଛ ଭାଗ ବ୍ରିଜ୍ ଉପରେ ରହିଯାଇଥିଲା । ଗାର୍ଡଙ୍କଠାରୁ ସୂଚନା ପାଇ ସଙ୍ଗେ ସଙ୍ଗେ ଟ୍ରେନ୍କୁ ଅଟକାଇଥିଲେ ଲୋକୋ…

ସ୍ୱାମୀ ସାଜିଲା ସୈତାନ: ସ୍ତ୍ରୀର ଗଣ୍ଡିରୁ ଅଲଗା କରିଦେଲା ମୁଣ୍ଡ

କୋରାପୁଟ: ପତ୍ନୀ ହନ୍ତା । ଯାହାକୁ ସାତ ଜନ୍ମର ସାଥି କରିଥିଲା ତାକୁ ମାରିଦେଲା । ସ୍ତ୍ରୀର ଗଣ୍ଟିରୁ ମୁଣ୍ଡକୁ ଅଲଗା କରିଦେଲା ମଦୁଆ ସ୍ୱାମୀ । କୋରାପୁଟ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । କୋଲାବ ଧଉଡ଼ାପଦର ଗାଁର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ଅଭିଯୁକ୍ତ…

୬ ବର୍ଷ ପରେ ଘରକୁ ଫେରିଲେ ନାଚିକା ଲିଙ୍ଗା

କୋରାପୁଟ: ଦୀର୍ଘ ୬ ବର୍ଷ ପରେ ଘରକୁ ଫେରିଲେ ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ।ଜାମିନ୍‌ ପାଇ ଜେଲରୁ ମୁକୁଳିବା ପରେ ଗତ ରାତିରେ ସେ ନିଜ ଗାଁ କୋରାପୁଟ ଜିଲ୍ଲା ନାରାୟଣପାଟଣାର ଭାଲିଆପୁଟକୁ ଫେରିଛନ୍ତି। ପ୍ରଥମେ ନଦୀ କୂଳରେ ଆଦିବାସୀଙ୍କ ପାରମ୍ପରିକ ବନ୍ଦାପନା, ନୂତନ…

ଯୌନ ଉତ୍ପୀଡ଼ନ ଅଭିଯୋଗରେ ବନ୍ଧା ହେଲେ କଲେଜ ଅଧ୍ୟକ୍ଷ

କୋରାପୁଟ: ମହିଳା ସହକର୍ମୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ କଲେଜ ଅଧ୍ୟକ୍ଷ । କମ୍ପ୍ୟୁଟର ଅପରେଟରଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ସୁନାବେଡା ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଗିରଫ ହୋଇଥିବା ଜଣାଯାଇଛି। ସମ୍ପୃକ୍ତ ଡାଟା ଏଣ୍ଟ୍ରିଙ୍କ ଅଭିଯୋଗ ପରେ ପବିତ୍ରଙ୍କୁ ଗିରଫ…

ଭଡ଼ା ଘରୁ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

କୋରାପୁଟ: ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ । ଭଡା ଘରୁ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ସରୋଜ କୁମାର ଶବର ଓ ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ବୋଲି ଜଣାପଡିଛି । ଭଡ଼ା…

ଦେଢ଼ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ଦେଢ଼ କୋଟିରୁ ଅଧିକ ଟଙ୍କା ଗଞ୍ଜେଇ ଜବତ । ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲ୍ଲା ପୋଲିସ । ଜୟପୁରର ଦୁଇଟି ସ୍ଥାନରୁ ୧୩ କ୍ୱିଣ୍ଟାର ଗଞ୍ଜେଇ ଜବତ କରାଯାଇଛି । କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁର ନିର୍ମାଣଧୀନ ଘରୁ ୮କୁଇଣ୍ଟାଲ…

ରେଳଧାରଣାରୁ ବାପା-ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର

କୋରାପୁଟ: ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ସିଙ୍ଗାରାମ ରେଳ ଷ୍ଟେସନ ନିକଟରେ ବାପା, ଝିଅ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଅ-ଝିଅଙ୍କ ଶରୀର ରେଳ ଧାରଣାରେ କଟି ଯାଇଛି । କିଛି ଦୂରରେ ପଡ଼ିଛି ବାପାଙ୍କ କ୍ଷତବିକ୍ଷତ ମୃତଦେହ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଲକ୍ଷ୍ମୀପୁର ପୋଲିସ ।…

ଲାଲଗଡ଼ରେ ଲାଲବାହିନୀ ବିରୋଧରେ ପୋଷ୍ଟର

କୋରାପୁଟ: ଲାଲଗଡ଼ରେ ଲାଲବାହିନୀ ବିରୋଧରେ ଲାଗିଲା ପୋଷ୍ଟର । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି । ଲମତାପୁଟର ଅନକାଡେଲି ଓ ହନୁମାଲ ଆଦି ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଇଛି । ପୋଷ୍ଟର ଲଗାଇଛି ମାଲକାନଗିରି ବିଚ୍ଛିନ୍ନାଞ୍ଚଳ…

କୋରାପୁଟରେ ପ୍ରବଳ ବର୍ଷାର ପୂର୍ବାନୁମାନ; ଜାରି ହେଲା ସତର୍କ ସୂଚନା

କୋରାପୁଟ: ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଲଘୁଚାପ ପ୍ରଭାବରେ ଅକ୍ଟୋବର ୧୯ ଏବଂ ୨୦ ରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଓ ଗଂଜାମ ଜିଲ୍ଲା ପ୍ରଶାସନ ନିଜକୁ ପ୍ରସ୍ତୁତ କରିଛନ୍ତି। ଶନିବାର ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ…