Latest Odisha News

BREAKING NEWS

Browsing Tag

Kumbha Mela Returnee

କୁମ୍ଭମେଳା ଫେରନ୍ତାଙ୍କ ଉପରେ ସରକାରଙ୍କ କଡ଼ା ନଜର: ନବ ଦାସ

ଭୁବନେଶ୍ୱର: କୁମ୍ଭମେଳା ଫେରନ୍ତାଙ୍କଠାରୁ ବଢ଼ିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୁମ୍ଭମେଳା ଫେରନ୍ତଙ୍କ ଉପରେ ଏବେ ସରକାର ସ୍ୱତନ୍ତ୍ର ନଜର ରଖିଛନ୍ତି । ଉତ୍ତରାଖଣ୍ଡରେ ନାମ ପଞ୍ଜିକରଣ କରି ଯେଉଁମାନେ କୁମ୍ଭମେଳାକୁ ଯାଇଥିଲେ ସେମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ସେମାନଙ୍କୁ…

କୁମ୍ଭମେଳାରୁ ଫେରିଲେ କ୍ୱାରେଣ୍ଟାଇନ୍: ଏସବୁ ରାଜ୍ୟ ଲଗାଇଲେଣି କଟକଣା

ନୂଆଦିଲ୍ଲୀ: ଦେଶରେ କରୋନାର ସୁପର ସ୍ପ୍ରେଡର ହୋଇ ପାରନ୍ତି କୁମ୍ଭମେଳା ଫେରାନ୍ତ । କୁମ୍ଭମେଳା ଫେରନ୍ତାଙ୍କୁ ନେଇ ଏବେ ଦେଶରେ ଚିନ୍ତା ବଢ଼ିଛି । ବିଭିନ୍ନ ରାଜ୍ୟ ସରକାର ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କୁମ୍ଭମେଳା ଫେରନ୍ତାଙ୍କ ଟେଷ୍ଟିଂ ସହ କ୍ୱାରେଣ୍ଟାଇନ୍ କରାଯାଉଛି ।…

କୁମ୍ଭ ମେଳା ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ବାରେଣ୍ଟାଇନ୍

ଭୁବନେଶ୍ବର : କୁମ୍ଭ ମେଳାକୁ ଯାଇଥିଲେ ୧୪ ଦିନ କ୍ବାରେଣ୍ଟାଇନରେ ରହିବେ ସଂପୃକ୍ତ ବ୍ୟକ୍ତି । ହୋମ୍ କ୍ବାରେଣ୍ଟାଇନ କିମ୍ବା କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।…