ଚୀନ୍ ହିଟଲରୀ ବିସ୍ତାରବାଦର ନୂଆ ସଂସ୍କରଣ
ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ
ଚୀନରେ ୧୯୪୯ରେ ବନ୍ଧୁକମୁନରେ କ୍ଷମତା ଅକ୍ତିଆରକରିବା ପରେ ମାଓ-ସେ-ତୁଙ୍ଗଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ୟୁନିଷ୍ଟ ଶାସନ ଆରମ୍ଭରୁ ଯୁଦ୍ଧଖୋର ମନୋବୃତ୍ତି ପୋଷଣ କରିଆସୁଛି| ଏହାର ଶାସକବର୍ଗ ସମାଜବାଦର ମହତ୍ତମ ଆଦର୍ଶ ସମାନତା, ଶାନ୍ତି,…