Latest Odisha News

BREAKING NEWS

Browsing Tag

Ladakh

ଭାରତର ଲଦାଖରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ୍

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଏହି ସମୟରେ ଭାରତ ଚୀନ୍ ଉଦ୍ଦେଶ୍ୟରେ ଏକ ବଡ଼ ବାର୍ତ୍ତା ଦେଇଛି । ଲଦାଖର ନୟୋମାଠାରେ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ ନିର୍ମାଣ କରିବାକୁ ଯାଉଛି ଭାରତ । ୧୨ ସେପ୍ଟେମ୍ବର ୨୦୨୩ ମଙ୍ଗଳବାର ଦିନ…

୩ ଦିନିଆ ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଦିନ ଲଦାଖ ଅଭିମୁଖେ ଗସ୍ତ କରିଛନ୍ତି। ସୂଚନା ଅନୁଯାୟୀ, ଏହି ଗସ୍ତ ସମୟରେ ସୀମା ସଡକ ସଂଗଠନ (BRO) ଦ୍ୱାରା ନିର୍ମିତ ଇନଫ୍ରାଷ୍ଟ୍ରକ୍ଚର ପ୍ରକଳ୍ପର ଉଦଘାଟନ କରିବେ। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ସୈନ୍ୟମାନଙ୍କ ସହ ମଧ୍ୟ…

କମୁଛି ଲଦାଖ ଚାପ, ଚଳିତବର୍ଷ ଭାରତ ଗସ୍ତରେ ଆସିପାରନ୍ତି ସି ଜିନପିଙ୍ଗ

ନୂଆଦିଲ୍ଲୀ: ବର୍ଷେ ହେଲା ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ସାମାନ୍ୟ ଥମିଛି । ଦୁଇ ଦେଶର ସେନା ସୀମାର ପଛକୁ ହଟୁଛନ୍ତି । ଯାହାର ପ୍ରଭାବ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପଡ଼ିପାରେ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଚଳିତବର୍ଷ ଭାରତ ଗସ୍ତରେ ଆସିପାରନ୍ତି । ଭାରତ ଚଳିତବର୍ଷ…

ଭାରତ-ଚୀନ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ବୈଠକ, ଦେପସାଙ୍ଗ-ଗୋଗରା-ହଟ୍ ସ୍ପ୍ରିଙ୍ଗକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ପ୍ୟାଙ୍ଗୋଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ସୈନ୍ୟ ପ୍ରତ୍ୟାହାର ପରେ ଭାରତ ଓ ଚୀନ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ବୈଠକ ବସୁଛି । ଏହି ବୈଠକରେ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗ, ଗୋଗରା ଓ ଦେପସାଙ୍ଗ କ୍ଷେତ୍ରରୁ ସୈନିକ ହଟାଇବା ପ୍ରସଙ୍ଗରେ ଆଲୋଚନା ହେବ । ଏହି ବୈଠକ ଏଲଏସିର ଚୀନ…

ରାଜ୍ୟସଭାରେ ରାଜନାଥଙ୍କ ବଡ଼ ବୟାନ, ଚୀନକୁ ଇଞ୍ଚେ ବି ଜମି ଦେବନି ଭାରତ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ଆଜି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଛନ୍ତି । ରାଜ୍ୟସଭାରେ ରାଜନଥା ଦୃଢ଼ୋକ୍ତିର ସହ କହିଛନ୍ତି- ‘ଭାରତର ଜମି ଉପରେ ଚୀନ କବଜା କରିଛି । ଭାରତ ଗୋଟିଏ ଇଞ୍ଚ୍ ବି ଜମି ଛାଡ଼ିବ ନାହିଁ । ବାସ୍ତିବିକ ସୀମା ରେଖା (LAC)କୁ…

ଯୁଦ୍ଧର ୨୦ ବର୍ଷ ପରେ ନୂଆ ଆରମ୍ଭକୁ ଅପେକ୍ଷା କରିଛି କାର୍ଗିଲ୍

କାର୍ଗିଲ: ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା କାର୍ଗିଲ୍ ଯୁଦ୍ଧକୁ ୨୦ ବର୍ଷରୁ ଅଧିକ ସମୟ ବିତିଗଲାଣି । ୨୦ ବର୍ଷ ମଧ୍ୟରେ ବଦଳିଛି କାର୍ଗିଲର ଚିତ୍ର । ନୂଆ କରି ହୋଇଥିବା ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଅଂଶ ହେଉଛି କାର୍ଗିଲ୍ । ବିବାଦ, ଲ୍ୟାଣ୍ଡମାଇନ୍ ଭୟକୁ ପଛରେ ପକାଇ ପର୍ଯ୍ୟଟକଙ୍କୁ…

ଏଣିକି ଜମ୍ମୁ-କାଶ୍ମୀରରେ ଯେକେହି ବି କିଣି ପାରିବେ ଜମି, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶର କୌଣସି ବି ଲୋକ ଜମ୍ମୁ କାଶ୍ମୀରରେ ଜମି କିଣି ପାରିବ । ସେଠାରେ ଘର ଦ୍ୱାର କରି ବି ରହି ପାରିବ । ଗୃହମନ୍ତ୍ରଣାଳୟ ଦ୍ୱାରା ଏନେଇ ମଙ୍ଗଳବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କିନ୍ତୁ କୃଷି ପାଇଁ ଜମି କିଣାଯାଇ ପାରିବ ନାହିଁ ବୋଲି ବିଜ୍ଞପ୍ତିରେ…

ଯୁଦ୍ଧ ପ୍ରସ୍ତୁତିରେ ଚୀନ; ଭିଡ଼ିଓ ଜାରି କଲା ଗ୍ଲୋବାଲ୍ ଟାଇମ୍ସ !

ବେଜିଂ: କରୋନା ମହାମାରୀ ଚୀନ ଲାବୋରେଟୋରୀରେ ସୃଷ୍ଟି ହୋଇଥିବା ନେଇ ଆମେରେକୀୟ ରାଷ୍ଟ୍ରପତି ଯେଉଁଦିନ ଠାରୁ ଘୋଷଣା କରିଥିଲେ ସେହିଦିନଠାରୁ ଚୀନ ରକ୍ତମୁଖା ପାଲଟି ଯାଇଛି । ଭାରତୀୟ ମହାସାଗର ହେଉକି ଚୀନ ସାଗର ଅରୁଣାଚଳ ପ୍ରଦେଶ ହେଉ କି ତାଇୱାନ ଚୀନ ତାହାର ସାମରିକ ଶକ୍ତି ଉପଯୋଗ କରି ନିଜର…

ଲଦାଖରେ ପୁଣି ଉତ୍ତେଜନା ସୃଷ୍ଟିକଲେ ଚୀନକୁ ଏଥର ବହୁମୂଲ୍ୟ ଦେବାକୁ ପଡ଼ିବ

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିବା ଯୋଗୁଁ ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ଚୀନ ଏବେ ସାରା ବିଶ୍ୱରେ ସାମ୍ରାଜ୍ୟବାଦୀ ନୀତି ଜାହିର୍ କରିବାରେ ଲାଗିଛି । କେବଳ ଭାରତର ଲଦାଖ୍ ନୁହେଁ ବରଂ ହଂକଂ, ତାଇୱାନ, ଜାପାନ ଓ ଇଣ୍ଡୋନେସିଆ ପରି…

ଚୀନ୍ ହିଟଲରୀ ବିସ୍ତାରବାଦର ନୂଆ ସଂସ୍କରଣ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ଚୀନରେ ୧୯୪୯ରେ ବନ୍ଧୁକମୁନରେ କ୍ଷମତା ଅକ୍ତିଆରକରିବା ପରେ ମାଓ-ସେ-ତୁଙ୍ଗଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ୟୁନିଷ୍ଟ ଶାସନ ଆରମ୍ଭରୁ ଯୁଦ୍ଧଖୋର ମନୋବୃତ୍ତି ପୋଷଣ କରିଆସୁଛି| ଏହାର ଶାସକବର୍ଗ ସମାଜବାଦର ମହତ୍ତମ ଆଦର୍ଶ ସମାନତା, ଶାନ୍ତି,…