Latest Odisha News

BREAKING NEWS

Browsing Tag

Lakhimpur Kheri Violence

ଲଖିମପୁର ଖେରୀ ହିଂସା; ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା!

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୋଲିସ ସୋମବାର, ଜାନୁୟାରୀ ୩ ରେ ଲଖିମପୁର ଖେରୀ ହିଂସା ମାମଲାରେ ୫୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଏହି ମାମଲାରେ ପୋଲିସ ପୂର୍ବତନ ଗୃହମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରିଛି। ଅକ୍ଟୋବର ୩ରେ…

ଏସ୍‌ଆଇଟିର ବଡ଼ ଖୁଲାସା; ଉଦ୍ଦେଶ୍ୟମୂଳକ ଥିଲା ଲଖୀମ୍‌ପୁର ହିଂସାକାଣ୍ଡ!

ନୂଆଦିଲ୍ଲୀ: ଏସ୍‌ଆଇଟିର ବଡ଼ ଖୁଲାସା। ଲଖୀମ୍‌ପୁର ହତ୍ୟ‌ାକାଣ୍ଡରେ ନୂଆ ଟ୍ବିଷ୍ଟ। ଲକ୍ଷ୍ମୀପୁର ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଅଭିଯୁକ୍ତଙ୍କ ସମସ୍ୟା ଆହୁରି ବଢିବାରେ ଲାଗିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଅପରାଧ କୌଣସି…

ଲଖିମ୍‌ପୁର ଖେରୀ ହିଂସା; ଯୋଗୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ଏସ୍‌ସି

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରୀ ହିଂସାକୁ ନେଇ ଉତ୍ତରପ୍ରଦେଶ ସରକାର ଦେଇଥିବା ଏକ ଷ୍ଟାଟସ୍ ରିପୋର୍ଟକୁ ନେଇ ସୋମବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନୁସନ୍ଧାନର ଅଗ୍ରଗତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଆମର ଆଶା ଅନୁଯାୟୀ ଘଟୁନାହିଁ।…

ଲଖିମ୍‌ପୁର ଖେରୀ ହିଂସା; ଆଜି ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ଆଜି ତଥା ଅକ୍ଟୋବର ୮ରେ ସୁପ୍ରିମକୋର୍ଟ ଲଖିମ୍‌ପୁର ଖେରୀ ହିଂସା ଘଟଣାରେ ଶୁଣାଣି କରିପାରନ୍ତି। ଯେଉଁଥିରେ ଜଣେ କୃଷକଙ୍କ ବିରୋଧ ସମୟରେ ଚାରିଜଣ ଚାଷୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ପ୍ରଧାନ ବିଚାରପତି ଏନ ଭି ରମଣ ଏବଂ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ହିମା…

ଲଖିମ୍‌ପୁର ଖେରୀ ହିଂସା; ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ମୁଖ୍ୟ ଅଭିଯୁକ୍ତ ଆଶିଷ

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଡେଙ୍ଗୁରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ସୂଚନାନୁସାରେ, ଆଶିଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ଜେଲ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।…

ଲଖିମ୍‌ପୁର ହିଂସାକାଣ୍ଡ; ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରୀ ହିଂସାକାଣ୍ଡକୁ ନେଇ ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି ସୁପ୍ରିମ୍‌କୋର୍ଟ। ବୁଧବାର ଦିନ ଲଖିମ୍‌ପୁର ମାମଲାର ଶୁଣାଣି ସମୟରେ ୟୁପି ସରକାରଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ସେ କହିଛନ୍ତି ଯେ ୟୁପି ସରକାର ନିଜ ଦାୟିତ୍ବଠୁ ଦୂରେଇ ଯିବା ଅର୍ଥାତ୍‌…

ଆଜି ରାହୁଲଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ ଟିମ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେଲି ହିଂସାକାଣ୍ଡକୁ ନେଇ ରାଜନୀତି ଥମୁନି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବ କଂଗ୍ରେସ ଟିମ୍ । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଟିମ୍ ଆଜି ସାଢେ଼ ୧୧ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ । ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ…

ଲଖିମପୁର ହିଂସାକାଣ୍ଡ: ୧୪ ଦିନ ପାଇଁ ଜେଲ୍ ଗଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

ଲକ୍ଷ୍ନୌ: ଜେଲ୍ ଗଲେ ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ଦୀର୍ଘ ୧୨ ଘଣ୍ଟାର ମାରାଥନ୍ ପଚରାଉଚରା ପରେ ଗିରଫ…

ମନ୍ତ୍ରୀଙ୍କ ପୁଅ ପୋଲିସ ଆଗରେ ହାଜ‌ର ହେବା ପରେ ଅନଶନ ଭାଙ୍ଗିଲେ ସିଦ୍ଧୁ

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାରେ ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ହାଜର ହେବା ପରେ ନବଜୋତ ସିଂ ସିଦ୍ଧୁ ଶନିବାର ଦିନ ଅନଶନ ଭାଙ୍ଗିଛନ୍ତି। ଗତକାଲି ନୋଟିସ ଜାରି କରାଯିବା ପରେ ଆଶିଷ ହାଜର ହୋଇନଥିଲେ। ସିଦ୍ଧୁ ଶୁକ୍ରବାର ଦିନ ଆଶିଷ ମିଶ୍ରଙ୍କ ଗିରଫଦାରୀ…

ଲଖିମପୁର ଖେରି ହିଂସା; ଶେଷରେ ପୋଲିସ ସାମ୍‌ନାରେ ହାଜର ହେଲେ ଆଶିଷ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ହିଂସା ଅଭିଯୋଗରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର କ୍ରାଇମ୍‌ବ୍ରାଞ୍ଚ ଅଫିସ୍‌ରେ ହାଜର ହୋଇଥିବା ସୂଚନା ମିଳିଛି। କିଛି ସମୟ ପରେ କ୍ରାଇମ ବ୍ରାଞ୍ଚ ଦଳ ଆଶିଷଙ୍କୁ ପଚରାଉଚରା ଆରମ୍ଭ କରିବ। ସମସ୍ତ ପ୍ରଶ୍ନର ଏକ ତାଲିକା ତାଙ୍କ…