Latest Odisha News
Browsing Tag

LALKILLA RUKUS

ଲାଲକିଲ୍ଲାରେ ଆଜି ପୋଲିସ-ଚାଷୀ ସଂଘର୍ଷର ସାଂଘାତିକ ଚିତ୍ର

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଶେଷ କରି ଲାଲକିଲ୍ଲାରେ ଯେଉଁ ଅପ୍ରୀତିକର ଓ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଧୀରେ ଧୀରେ ତାର ଭିଜୁଆଲ ସାମ୍ନାକୁ ଆସୁଛି । କିଛି ସମୟ ପାଇଁ ଲାଲକିଲ୍ଲାକୁ ଆନ୍ଦୋଳନକାରୀ ଚାଷୀମାନେ ନିଜ ଅକ୍ତିଆରକୁ ନେଇଯାଇଥିଲେ କହିଲେ, କିଛି ଭୁଲ ହେବ ନାହିଁ ।…

ଟ୍ରାକ୍‌ଟର ରାଲିକୁ ପ୍ରତ୍ୟାହାର କଲେ ଚାଷୀ ସଂଗଠନ, ଜାରି ରହିବ ଶାନ୍ତିପୂର୍ଣ୍ଣ ଧାରଣା

ନୂଆଦିଲ୍ଲୀ: ଚାଷୀ ସଂଗଠନର ଟ୍ରାକ୍‌ଟର ରାଲି ପାଇଁ ଆଜି ଗଣତନ୍ତ୍ର ଦିବସରେ ରାଜଧାନୀ ନୂଆଦିଲ୍ଲୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ପରେ ଏହି ଟ୍ରାକ୍‌ଟର ରାଲିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି, ଟ୍ରାକ୍‌ଟର ରାଲିକୁ…