Latest Odisha News

BREAKING NEWS

Browsing Tag

Larry King Has Died

କିମ୍ବଦନ୍ତୀ ଟକ୍ ସୋ’ ହୋଷ୍ଟ ଲ୍ୟାରି କିଙ୍ଗଙ୍କ ପରଲୋକ 

ଲସ୍ ଏଞ୍ଜେଲସ : ଲୋକପ୍ରିୟ ଟକ୍ ସୋ’ ହୋଷ୍ଟ ଲ୍ୟାରି କିଙ୍ଗଙ୍କ ପରଲୋକ ହୋଇଛି  । ଲସ୍ ଏଞ୍ଜେଲସର କେଡାର୍ସ ସିନାଇ ମେଡିକାଲ ସେଣ୍ଟରରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗତ ପ୍ରାୟ ୫୦ ବର୍ଷ ଧରି ସେ ବ୍ରଡକାଷ୍ଟ ଓ ରେଡିଓ ଟକ୍ ସୋ’ ଗୁଡିକରେ ବେଶ ଲୋକପ୍ରିୟତା ଅର୍ଜନ…