Latest Odisha News

BREAKING NEWS

Browsing Tag

Light Rainfall

ଆଜି ସଂଧ୍ୟାରେ ରାଜ୍ୟର ୧୯ ଜିଲ୍ଲାରେ ସ୍ୱଳ୍ପ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୧୯ ଜିଲ୍ଲାରେ ମଙ୍ଗଳବାର ସଂଧ୍ୟାରେ ଅଳ୍ପ କିମ୍ବା ତା ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଜୁଳି ସହ ଘଡ଼ଘଡ଼ି ଓ ବର୍ଷାର ସମ୍ଭାବନା ଅଛି ବୋଲି ସୂଚନା ଦେଇଛି । ଖୋର୍ଦ୍ଦା, କଟକ, ଜଗତସିଂହପୁର, ଅନୁଗୁଳ, ମାଲକାନଗିରି,…

ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି: ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

ତାତିରୁ ମିଳିଲା ତ୍ରାହି । ଗତକାଲି ପ୍ରବଳ ଖରା ହୋଇଥିବାବେଳେ ଆଜି ସକାଳୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବାଲେଶ୍ୱର ଭଳି ଏକାଧିକ ସହରରେ ବର୍ଷା ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, କାଳବୈଶାଖୀ ପ୍ରଭାବ ଦ୍ୱାରା ରାଜ୍ୟରେ ବର୍ଷା…