Latest Odisha News

BREAKING NEWS

Browsing Tag

literarure

ପ୍ରାଚୀ ଉପତ୍ୟକାର ଇତିହାସ ଓ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପ୍ରାଚୀ ପରିକ୍ରମା ଚାରିଟେବୁଲ୍‌ ନ୍ୟାସ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପ୍ରାଚୀ ଉପତ୍ୟକାର ଇତିହାସ ଓ ସଂସ୍କୃତି ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ରାଜ୍ୟ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ…

ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ମିଳିତ

ଭୁବନେଶ୍ୱର : ବଡମ୍ବା ପୂଜ୍ୟପୂଜା ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ…

ସାହିତ୍ୟ, ସ୍ୱତଃସ୍ଫୂର୍ତ୍ତ ଆବେଗର ଧାରା : ଘନଶ୍ୟାମ ପଲେଇ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଘନଶ୍ୟାମ ପଲେଇ। ସାହିତ୍ୟ ସର୍ଜନାରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ ।…

ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ପ୍ରକାଶ ପାଇଲା ‘ଅନାମ-୨୦’

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ସ୍ଥାନୀୟ ଶୈଳଶ୍ରୀବିହାରର ଜଗନ୍ନାଥ ମନ୍ଦିରରେ ‘ଅନାମ କାବ୍ୟ ଆନ୍ଦୋଳନ’ର ମୁଖପତ୍ରର ପରବର୍ତ୍ତୀ ସଂଖ୍ୟା ‘ଅନାମ-୨୦’ ଲୋକାର୍ପିତ ହୋଇଯାଇଛି । ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଏହି ପତ୍ରିକାଟି ପ୍ରକାଶିତ ହୋଇଛି । ଏହି ଲୋକାର୍ପିତ ସମାରୋହରେ…

ସ୍ୱପ୍ନକୁ ଏମିତି ସଫଳତାର ରଙ୍ଗ ଦିଅ, ଯାହା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ହୋଇ ଝଟକୁଥିବ : ଗଦାଧର ମିଶ୍ର

ଗଦାଧର ମିଶ୍ର ଜଣେ ନିଆରା  ବ୍ୟକ୍ତିତ୍ୱ । ସେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ , ନିଷ୍ଠାପର ସାମ୍ବାଦିକ, ଲୋକପ୍ରିୟ ସାମାଜିକ କର୍ମୀ ,  ସଫଳ ସଂସ୍କୃତି ସଙ୍ଗଠକ ଏବଂ ନିରପେକ୍ଷ ସାହିତ୍ୟ ସମାଲୋଚକ ଭାବରେ ସୁପରିଚିତ । ତାଙ୍କର ସାହିତ୍ୟ ଆଲୋଚନା ପୁସ୍ତକଗୁଡିକ ଶିକ୍ଷାର୍ଥୀଙ୍କ ଗହଣରେ ବେଶ୍ ଆଦୃତ…