Latest Odisha News

BREAKING NEWS

Browsing Tag

Literature

ସମ୍ମାନ ଓ ସ୍ୱୀକୃତି ଲେଖକକୁ ଭଲ ଲେଖିବାକୁ ଉତ୍ସାହିତ କରେ : ସାଇଜ୍ୟୋତି ପ୍ରଧାନ

ସମକାଳୀନ ଓଡ଼ିଆ ସାହିତ୍ୟରେ ସାଇଜ୍ୟୋତି ପ୍ରଧାନ ଏକ ସଶ୍ରଦ୍ଧ ଉଚ୍ଚାରଣ  ତାଙ୍କ ଲେଖନୀ ନିଃସୃତ ପ୍ରତିଟି ଶବ୍ଦରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ । ଜୀବନ୍ତ ଲାଗେ ପ୍ରତିଟି କୃତି। ଓଡ଼ିଆ ସାହିତ୍ୟ ଜଗତରେ ଜଣେ ନିଷ୍ଠାପର…

ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଦେବ୍ରାଜ ଲେଙ୍କା ପାଇବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ନୀରବଛିନ୍ନ ଭାବରେ କାର୍ଯ୍ୟକରୁଥିବା ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୨ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ବର୍ଷିୟାନ ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୨, ନିଗମାନନ୍ଦ ଷଡ଼ଙ୍ଗୀ ଓ…

କବିତା ମୋ ମନର ସ୍ୱତଃସ୍ଫୂର୍ତ୍ତ ପ୍ରବାହର ଧାରା : ସୁମନ୍ତ କୁମାର ପାଢ଼ୀ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ସୁମନ୍ତ କୁମାର ପାଢ଼ୀ । ସାହିତ୍ୟ ସର୍ଜନାରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ ।…

ହରପ୍ରିୟା ସାହୁଙ୍କ ‘ସପ୍ତବର୍ଣ୍ଣା’ ଏବଂ ‘ଶିଶୁ କବିତା ସମଗ୍ର’ ରାଜ୍ୟପାଳଙ୍କ ଉନ୍ମୋଚିତ

ଭୁବନେଶ୍ୱର : ସୁଶ୍ରୀ ହରପ୍ରିୟା ସାହୁଙ୍କ କବିତା ସଂକଳନ " ଶିଶୁ କବିତା ସମଗ୍ର" ଏବଂ ସାତଟି କବିତା ପୁସ୍ତକର ଏକତ୍ରିତ ରୂପ 'ସପ୍ତବର୍ଣ୍ଣା' ରାଜ ଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏକକାଳୀନ ଏତେ ସଂଖ୍ୟକ ପୁସ୍ତକ ପାଇଁ ରାଜ୍ୟପାଳ କବୀଙ୍କୁ ଅଭିନନ୍ଦନ…

‘ଫକୀରମୋହନ ସେନାପତି : ଦ ମେକିଂ ଅଫ ଆନ ଅଥର’ ଉନ୍ମୋଚିତ

ବନେଶ୍ବର : ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟ ସଂଗ୍ରହାଳୟ ପରିସରର ସମ୍ମିଳନୀ କକ୍ଷରେ ଦେବେନ୍ଦ୍ର କୁମାର ଦାଶ ଓ ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ରଚିତ ଇଂରାଜୀ ପୁସ୍ତକ 'ଫକୀରମୋହନ ସେନାପତି: ଦ ମେକିଙ୍ଗ ଅଫ ଆନ ଅଥର' ଉନ୍ମୋଚିତ ହୋଇଯାଇଛି । ଓଡ଼ିଆ ଭାଷା,…

ନାରାୟଣ ମହାନ୍ତିଙ୍କ ସମ୍ପାଦିତ ‘ରିଫ୍ଲେକସନ୍ସ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଦର୍ଶନ ଶାସ୍ତ୍ରବିତ୍ ନାରାୟଣ ମହାନ୍ତିଙ୍କ ସମ୍ପାଦିତ ପୁସ୍ତକ 'ରିଫ୍ଲେକସନ୍ସ' ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକରେ ୧୪ଜଣ ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍, ଚିକିତ୍ସାବିଜ୍ଞାନୀ, ଅର୍ଥନୀତିଜ୍ଞ ଓ ରାଜନୀତିବିଜ୍ଞାନୀଙ୍କ…

ଲକ୍ଷ୍ମଣ ସାହୁ ‘ନୀଳଚକ୍ର ସମ୍ମାନ’ରେ ସମ୍ମାନିତ

କଟକ : ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ପକ୍ଷରୁ ନିମାପଡ଼ା ଟାଉନ୍ ହଲ ପରିସରରେ କଟକ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ସାହୁଙ୍କୁ 'ନୀଳଚକ୍ର ସମ୍ମାନ-୨୦୨୩ ' ପ୍ରଦାନ କରାଯାଇଛି ।ଏହି ଅବସରରେ ସାହିତ୍ୟ ଆଲୋଚନାରେ ବିଶ୍ୱ ଦରବାରରେ ରଥ ଯାତ୍ରା ଶୀର୍ଷକ ଉପରେ…

ଓଡ଼ିଆ ଭାଷାର ପ୍ରଚଳନକୁ ସୁଦୃଢ଼ କରିବା ଆବଶ୍ୟକ : ସତ୍ୟନାରାୟଣ ଗନ୍ତାୟତ

ଓଡ଼ିଆ ସାହିତ୍ୟ ଜଗତରେ ସତ୍ୟନାରାୟଣ ଗନ୍ତାୟତ ଏକ ସଶ୍ରଦ୍ଧ ଉଚ୍ଚାରଣ। ସେ ଏକାଧାରରେ ସେ ଜଣେ କବି, ଗାଳ୍ପିକ, ସମ୍ଭକାର ତଥା ବ୍ୟଙ୍ଗକାର। ଅନୁଭବ ଓ ଅନୁଭୁତିରେ ସିକ୍ତ ତାଙ୍କ ସର୍ଜନା ସମୂହ ସାଉଁଟି ପାରିଛି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ…

ଲଳିତ ମୋହନ ମିଶ୍ରଙ୍କ ‘ଅମୃତ ଗଣ୍ଠିଲି’ ଉନ୍ମୋଚିତ

ଭୁବନେଶ୍ବର : ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ଏଥେନା ବୁକ୍ସ ଆନୁକୁଲ୍ୟରେ ଲେଖକ ଲଳିତ ମୋହନ ମିଶ୍ରଙ୍କର ନୀତିବାଣୀ ପୁସ୍ତକ 'ଅମୃତ ଗଣ୍ଠିଲି' ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ଜୀବନକାର ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ…

ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ

ଭୁବନେଶ୍ବର : ପ୍ରଫେସର ରାଧାକାନ୍ତ ମିଶ୍ର ସ୍ମୃତି ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରର ସଭା ଗୃହରେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ ୨୦୨୩ ମସିହା ପାଇଁ ରଘୁନାଥ…