Latest Odisha News

BREAKING NEWS

Browsing Tag

Lok Seva Bhawan

ଲୋକସେବା ଭବନ ପାଇଁ ଜାଲ୍ ପାସ୍, ଆଇଟି ପ୍ରୋଗ୍ରାମରଙ୍କ ସହ ନକଲି ଅଧିକାରୀ ଗିରଫ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁଖ୍ୟ କାର୍ଯ୍ୟାଳୟ ଲୋକସେବା ଭବନ ମଧ୍ୟକୁ ପରିଚୟ ପତ୍ର ବିନା ପ୍ରବେଶ ଅସମ୍ଭବ । କିନ୍ତୁ ଆପଣ ଲୋକସେବା ଭବନକୁ ପ୍ରବେଶ କରି ପାରିବେ ଜାଲ୍ ପାସ୍ ନେଇ । ଜାଲ୍ ପାସରେ ଲୋକସେବା ଭବନକୁ ପ୍ରବେଶ କରୁଥିବା ଜଣେ ନକଲି ସମବାୟ ଅଧିକାରୀଙ୍କ ସହ ଜାଲ୍ ପାସ୍ ଦେଇଥିବା…

ସର୍ବସାଧାରଣଙ୍କ ଲାଗି ଖୋଲା ରହିବ ଲୋକସେବା ଭବନ ପୁଷ୍ପ ଉଦ୍ୟାନ

ଭୁବନେଶ୍ୱର: ଛୁଟିଦିନରେ ଲୋକସେବା ଭବନ ପୁଷ୍ପ ଉଦ୍ୟାନର ମଜ୍ଜା ନେଇ ପାରିବେ ସର୍ବସାଧାରଣ । ଜାନୁଆରୀ ମାସରେ ସମସ୍ତ ଛୁଟିଦିନ ଲୋକଙ୍କ ପାଇଁ ଲୋକସେବା ଭବନର ପୁଷ୍ପ ଉଦ୍ୟାନ ଖୋଲ ରହିବ । ସର୍ବସାଧାଣ ଛୁଟିଦିନରେ ଅପରାହ୍ଣ ୪ଟାରୁ ୬ଟା ଯାଏ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ପାରିବେ ।…

ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ; ଧାନ ସଂଗ୍ରହ ନୀତିକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ୨୦୧୯-୨୦ ଆର୍ଥୀକ ବର୍ଷ ଲାଗି ଧାନ ସଂଗ୍ରହ ନୀତିକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ଏହି ବୈଠକଟି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୧ଟା ୪୫ମିରେ…

ପୁରୀ ଲାଗି ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ଭିତ୍ତିଭୂମିର ବିକାଶ ତଥା ପୁଷ୍କରିଣୀ ଗୁଡିକର ପୁନଃରୁଦ୍ଧାର ଲାଗି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ପ୍ୟାକେଜ ଅର୍ଥରାଶି ଘୋଷଣା କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ଏହି ଘୋଷଣା…