Latest Odisha News

BREAKING NEWS

Browsing Tag

london

ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ଅଫିସ୍‌ ଆଗରେ ଭଙ୍ଗାରୁଜା ଘଟଣା, ଯାଞ୍ଚ କରିବ ଏନଆଇଏ !

ନୂଆଦିଲ୍ଲୀ : ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ଭଙ୍ଗାରୁଜା ଘଟଣାର ଏନଆଇଏ ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ପାକ-ଖଲିସ୍ତାନ ଷଡଯନ୍ତ୍ରର ଅନୁସନ୍ଧାନ କରିବ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି । ସୂଚନାଯୋଗ୍ୟ, ପ୍ରଦର୍ଶନ ମାମଲାରେ ପାକିସ୍ତାନ ଓ ଖଲିସ୍ତାନ ସମର୍ଥକ ଜଡିତ ଥିବା…

ବ୍ରିଟେନର ରାଜା ରାଣୀଙ୍କୁ ଅଣ୍ଡା ଫୋପାଡ଼ିଲେ ଦୁର୍ବୃତ୍ତ

ଲଣ୍ଡନ : ଇଂଲଣ୍ଡର ଏକ ସାଧାରଣ ସଭାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବ୍ରିଟେନର ତୃତୀୟ ରାଜା ଓ ରାଣୀଙ୍କ ଉପରେ ଅଣ୍ଡା ମାଡ଼ । ତେବେ ବ୍ରିଟେନର ରାଜା ଓ ରାଣୀଙ୍କ ଉପରକୁ ଜଣେ ଦୁର୍ବୃତ୍ତ ଅଣ୍ଡା ଫୋପାଡିଛନ୍ତି । କିଙ୍ଗସ ଚାର୍ଲସଙ୍କ ଉପରକୁ ମୋଟ ୩ଟି ଅଣ୍ଡା ଫୋପାଡିଥିଲେ ଯୁବକ ଜଣକ ।…

ଲଣ୍ଡନରୁ ଚୋରି, ପାକିସ୍ତାନରେ ଡେଲିଭରି

କରାଚି: ଆପଣ ଅନେକ ଚୋରି କଥା ଶୁଣିଥିବେ । ଏପରିକି ଚୋର କାର ନେଇ ସହର ଡେଇଁ ଆଉ ଏକ ସ୍ଥାନକୁ ପଳାଇଥିବା ଖବର ଜାଣିଥିବେ । କିନ୍ତୁ କେବେ ଶୁଣିଛନ୍ତି କି କାର ଚୋରି ପରେ ୩ ହଜାର ୯୨୩ ମାଇଲ୍ସ ପରେ ମିଳିବା । ଆଜ୍ଞା ହଁ ପାକିସ୍ତାନର କରାଚିରୁ ଏକ ଲକଜୁରୀ ‘ବେଣ୍ଟଲେ ମଲସେନ୍’କାର୍ ମିଳିଛି ।…

ଅନଲାଇନ ମାଧ୍ୟମରେ ଉତ୍କଳ ଦିବସ ପାଳିତ

ଲଣ୍ଡନ : ଓଡ଼ିଆ ସାଂସ୍କୃତିକ ସଂଘ (ଓକାଲ) ଏବଂ ଓଡ଼ିଆ ସମାଜ ୟୁ.କେ (ଓସୁକା)ର ମିଳିତ ସହଯୋଗରେ ୮୫ତମ ଉତ୍କଳ ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି  କାର୍ଯ୍ୟକ୍ରମରେ ଆୟୋଜିତ ଭର୍ଚ୍ଚୁଆଲ ସଭାରେ ଅତିଥିମାନେ ଯୋଗଦେଇ ଉତ୍କଳ ଦିବସ ପାଳନର ବିଶେଷତ୍ୱ ଏବଂ ଭବିଷ୍ୟତ ପିଢ଼ୀକୁ ଓଡ଼ିଶାର…

ଲଣ୍ଡନରେ ନିଲାମ ହେବ ଭାରତୀୟ ସୁନା ମୁଦ୍ରା

ଲଣ୍ଡନ: ମୁଇଜୁଦ୍ଦିନ ମହମ୍ମଦ ଘୋରୀଙ୍କ ସମୟର ଅର୍ଥାତ୍ ୧୩୦୦ ଶତାବ୍ଦୀର ଏକ ସୁନା ମୁଦ୍ରା ୨୨ ଅକ୍ଟୋବରରେ ଲଣ୍ଡନରେ ନିଲାମ ହେବାକୁ ଯାଉଛି। ଏହି ମୁଦ୍ରା ଦୁଇ ଲକ୍ଷରୁ ତିନି ଲକ୍ଷ ପାଉଣ୍ଡ ମଧ୍ୟରେ ନିଲାମ ହୋଇପାରେ ବୋଲି ଜଣାପଡ଼ିଛି। ଏହି ମୁଦ୍ରା ପ୍ରାୟ ୪୬ ମିଲିମିଟର ଚଉଡା। ଏହାର…

ବ୍ରିଟେନରେ କରୋନା ଚିକିତ୍ସା କରୁଥିବା ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ !

ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀର ଭୟାବହତା ବଢି ବଢି ଚାଲିଛି । ଆମେରିକା ଓ ୟୁରୋପରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଗତ ୨ ଦିନ ହେଲା ବୃଦ୍ଧି ପାଇଛି । ବ୍ରିଟେନରେ କରୋନା ରୋଗ ଚିକିତ୍ସା କରୁଥିବା ୨ ଜଣ ଭାରତୀୟ ଡାକ୍ତରଙ୍କ ଏହି ଭୂତାଣୁ ସଂକ୍ରମଣରେ…

ଚୋରଙ୍କୁ ନାହିଁ କରୋନାକୁ ଡର, କୋଟିଏ ଟଙ୍କାର ଜେମ୍ସ ବଣ୍ଡ ବନ୍ଧୁକ ଚୋରି !

ଲଣ୍ଡନ: କରୋନାକୁ ଖାତିର କଲେନି ଚୋର । ଲୁଟିନେଲେ ଜେମ୍ସ ବଣ୍ଡ ଫିଲ୍ମ ଫ୍ରାଂଚାଇଜିର ୫ଟି ମୂଲ୍ୟବାନ ବନ୍ଧୁକ । ଚଳିତ ବର୍ଷ ଜେମ୍ସ ବଣ୍ଡ ଫିଲ୍ମ ଫ୍ରାଂଚାଇଜି ପାଇଁ ଏତେଟା ଶୁଭଙ୍କର ନୁହଁ । ପ୍ରଥମେ ଡାନିଏଲ୍ କ୍ରେଗ୍‌ଙ୍କ ଫାଇନାଲ ବଣ୍ଡ ସିରିଜ ମୁଭି “ନୋ ଟାଇମ୍ ଟୁ ଡାଇ” ର ରିଲିଜ ଡେଟ୍…