Latest Odisha News

BREAKING NEWS

Browsing Tag

loot case

ଏଟିଏମ ଟଙ୍କା ଗାଡ଼ି ସହ ଫେରାର୍ ମାମଲାରେ ଡ୍ରାଇଭର ସହ ଆଉ ୪ ଜଣ ଗିରଫ

ନୂଆପଡ଼ା: ଏଟିଏମ୍ ଟଙ୍କା ଗାଡ଼ି ନେଇ ଫେରାର୍ ଘଟଣାର ପର୍ଦ୍ଦାଫାସ୍ କରିଛି ଖଡ଼ିଆଳ ପୋଲିସ । ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ଆଉ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ୫୫ ଲକ୍ଷ ୭୬ ହଜାର ୬୫୦ ଟଙ୍କା ଜବତ କରାଯାଇଛି । ଲୁଟରେ ବ୍ୟବହୃତ କାର, ଅଟୋରିକ୍ସା, ବାଇକ୍ ସହ…

ଲୁଟ୍ ଟଙ୍କା ଫେରାଇଲା ଭଦ୍ରକ ପୋଲିସ, ଜଣେ ଗିରଫ

ଭଦ୍ରକ: ଗତ ଜୁନ୍ ୯ ତାରିଖ ଦିନ ଭଦ୍ରକ ଷ୍ଟେଟ ବ୍ୟାଙ୍କ୍ ମୁଖ୍ୟ ଶାଖା ସମ୍ମୁଖ ଅପର୍ତ୍ତିବିନ୍ଧା ଛକ ନିକଟରେ ଅଶୋକ କୁମାର ଖିଲାର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମଧ୍ୟାହ୍ନରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ୧୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଦିନ ଦ୍ଵିପହରରେ ଏକ ଜନ ଗହଳିପୂର୍ଣ୍ଣ…

ବହୁଚର୍ଚ୍ଚିତ ସୁବର୍ଣ୍ଣପୁର ଡକାୟତି ମାମଲା…

ସୁବର୍ଣ୍ଣପୁର: ବହୁଚର୍ଚ୍ଚିତ ସୁବର୍ନପୁର ଜିଲ୍ଲା ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ୍ ମାମଲା । ଚଳିତମାସ ୧୭ ତାରିଖ (ବୁଧବାର) ଦିନ ବୀରମହାରାଜପୁର ଥାନା ଅନ୍ତର୍ଗତ ବାଘଲପୁର ଗାଁ ନିକଟରେ ବନ୍ଧୁକ ମୁନରେ ହୋଇଥିଲା ବଡ ଧରଣର ଲୁଟ୍ । ଏହି ମାମଲାରେ ସଂପୃକ୍ତ ଦୁଇ ଡକାୟତଙ୍କୁ ଆଜି ଗିରଫ…