Latest Odisha News
Browsing Tag

lootera

ଚଡ଼ି, ଗଞ୍ଜି ପିନ୍ଧି ବୁଲାଉଥିଲେ କଳା କନା; ୧୧ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ଧଉଳି, ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚୋରିରେ ସାମିଲ୍ ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସ । ୧୧ ଲୁଟେରାଙ୍କୁ ଗିରଫ କରିବା ସହ ପୋଲିସ୍ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ପୋଲିସର ସୂଚନା ଅନୁସାରେ, ଏହି ଲୁଟେରା…

କାଳି ମନ୍ଦିରରେ କଳା କନା ବୁଲେଇଲେ ଦୁର୍ବୃତ୍ତ

ସୋନପୁର: ସୁବର୍ଣ୍ଣପୁର ସହର ସୁବର୍ଣ୍ଣମେରୁ ମନ୍ଦିର ପରିସରରେ ଥିବା କାଳି ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେବା ସହ ପୂଜା ସାମଗ୍ରୀ ଚୋରି କରିଛନ୍ତି । ଆଜି ସକାଳୁ ମନ୍ଦିର ଖୋଲିବାକୁ ଆସିବା ପରେ ସେବାୟତ ତାଲା ଭଙ୍ଗା ଥିବା ଦେଖିଥିଲେ । ଏନେଇ…

ରଜ ଭିଡ଼ରେ ଛୋଟ ଛୁଆକୁ ଟାର୍ଗେଟ୍, ବେକରୁ କାଟିନେଲେ ସୁନା ଲକେଟ୍

ଭୁବନେଶ୍ୱର: ରଜ ଭିଡରେ ମାତିଛନ୍ତି ଲୁଟେରା। ସଜବାଜର ମଉକା ଦେଖି ଲୁଟି ନେଉଛନ୍ତି ଗହଣା। ଗହଳି ସ୍ଥାନାରେ ଜମାଇଛନ୍ତି ଭିଡ। ଗ୍ୟାଙ୍ଗ ହୋଇ ଧ୍ୟ୍ୟାନ ଭଟକାଇ ଲୁଟୁଛନ୍ତି ଅଳଙ୍କାର। ମାର୍କେଟ ବିଲଡିଂରେ ଦେଖିବାକୁ ମିଳିଛି ଏମିତି ଘଟଣା। ଜଣେ ଛୋଟ ଛୁଆ ଆଇସକ୍ରିମ ଖାଉଥିବା ବେଳେ ତା' ବେକରୁ…

କଟକ କମିଶନରେଟ ପୋଲିସ ହାତରେ ପେସାଦାର ଲୁଟେରା

କଟକ : କଟକ କମିଶନରେଟ ପୋଲିସ ହାତରେ ପେସାଦାର ଲୁଟେରା । ବାଦାମବାଡ଼ି ଥାନା ପୋଲିସ ଜଣେ କୁଖ୍ୟାତ ସୁନା ଅଳଙ୍କାର ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଲୁଟେରା ଜଣକ ହେଲା ହେମନ୍ତ ଦାସ । ତା ନାଁରେ ବିଭିନ୍ନ ଥାନାରେ ୧୦୦ରୁ ଅଧିକ ମାମଲା ରହିଛି । ସୂଚନା ମୁତାବକ, ଗତ ୨୯…

ତିନିଜଣ ହାଡ଼କୋର ଡ଼କାୟତଙ୍କୁ ଧରିଲା ଉଦିତନଗର ପୋଲିସ

ରାଉରକେଲା: ରାଉରକେଲା ଉଦିତନଗର ଥାନା ପୋଲିସ ହାତରେ ଧରାପଡ଼ିଲା ତିନିଜଣ ହାଡ଼କୋର ଡ଼କାୟତ । ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ଗୁଳି, ଭୂଜାଲି, ଖଣ୍ଡାକୁ ଜବତ କରାଯାଇଛି । ଶୀତଳପଡ଼ାରେ ଡ଼କାୟତି ଯୋଜନାବେଳେ ଗିରଫ କଲା ପୋଲିସ । ସୂଚନା ଅନୁସାରେ, ଶୀତଳପଡ଼ା ନିକଟ ଡ଼ମ୍ପିଂ ୱାର୍ଡ଼ରେ ଡ଼କାୟତି…