ମହାଦେବ ଶିବଙ୍କୁ ବିବାହ ପାଇଁ ଚାଇନା ସୀମାରେ ଅପେକ୍ଷା କରିଛନ୍ତି ଯୁବତୀ
ପିଥୋରାଗଡ଼: ଉତ୍ତରପ୍ରଦେଶର ଜଣେ ମହିଳା ନିଜକୁ ପାର୍ବତୀଙ୍କ ଅବତାର କହି ଭାରତ-ଚାଇନା ସୀମାରେ ମହାଦେବ ଶିବଙ୍କୁ ବିବାହ କରିବାକୁ ଅପେକ୍ଷା କରିଛନ୍ତି । ଉତ୍ତରାଖଣ୍ଡର ନିଷିଦ୍ଧାଞ୍ଚଳ ନାଭିଢ଼ଙ୍ଗରେ ରହିଯାଇଛନ୍ତି ହରମିନ୍ଦର କୌର ।
ସେ ତାଙ୍କ ମା’ଙ୍କ ସହିତ ଏସଡିଏମ ଧରଚୁଲାଙ୍କ ଅନୁମତି ନେଇ…