Latest Odisha News

BREAKING NEWS

Browsing Tag

Maharashtra

ମହାରାଷ୍ଟ୍ରରେ ଖୋଲିଲା ସେଲୁନ ଓ ବିଉଟି ପାର୍ଲର

ମହାରାଷ୍ଟ୍ର: ଦେଶରେ କରୋନା ସଂକ୍ରମଣରେ ସବୁଠୁ ଶୀର୍ଷରେ ଥିବା ମହାରାଷ୍ଟ୍ରରେ ଖୋଲିଲା ସେଲୁନ୍ ଓ ବିଉଟି ପାର୍ଲର । ମିଶନ ବିଗିନ୍ ଏଗେନ ପର୍ଯ୍ୟାୟରେ ଆଜିଠାରୁ ଦୋକାନ ଓ ପାର୍ଲର ଖୋଲାଯାଇଛି । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ, ବାରିକ ମାନେ କୋଭିଡ୍‌-୧୯ର ସମସ୍ତ ଗାଇଡଲାଇନ…

ଦିଲ୍ଲୀ, ମହାରାଷ୍ଟ୍ରରେ ପ୍ରଥମଥର ଲାଗି ପରୀକ୍ଷା ମୂଳକ ଭାବେ ଉପଲବ୍ଧ ହେବ କୋଭିଡ଼-୧୯ ଔଷଧ !

ନୂଆଦିଲ୍ଲୀ: ଦେଶର ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ମହାମାରୀ ପରିସ୍ଥିତି ଚିନ୍ତାଜନକ । ଏପରି ପରିସ୍ଥିତିରେ ପାଞ୍ଚଟି ରାଜ୍ୟ ମଧ୍ୟରୁ ପ୍ରଥମଥର ଲାଗି ଏହି ଦୁଇଟି ରାଜ୍ୟରେ ପରୀକ୍ଷା ମୂଳକଭାବେ ୨୦,୦୦୦ ଭାୟାଲ କରୋନା -୧୯ ଔଷଧ ରେମଡ଼େସିଭିର ପହଞ୍ଚିବ । ଏନଡ଼ିଟିଭିରେ ପ୍ରକାଶିତ ଏକ ରିପୋର୍ଟ…

ଦିଲ୍ଲୀ ଓ ମହାରାଷ୍ଟ୍ରରେ ହୋଇନି ଗୋଷ୍ଠୀ ସଂକ୍ରମଣ!

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନକୁ ବୃଦ୍ଧି ପାଉଛି କରୋନା ସଂକ୍ରମିତ ସଂଖ୍ୟା । ବିଶେଷ କରି ଦୁଇ ପ୍ରମୁଖ ସହର ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାଖାପଖି ହୋଇଥିବା ବେଳେ ଦିଲ୍ଲୀରେ ୩୫…

ଲ୍ୟାଣ୍ଡଫଲ୍ କଲା ନିସର୍ଗ

ମୁମ୍ବାଇ: ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ନିସର୍ଗ’ ମହାରାଷ୍ଟ୍ର ଉପକୂଳରେ ସ୍ଥଳଭାଗ ଛୁଇଁଛି । ଏବେ ଏହି ବାତ୍ୟା ଆଗାମୀ କିଛି ଘଣ୍ଟା ମଧ୍ୟରେ ମୁମ୍ବାଇ ଉପକୂଳ ପହଞ୍ଚିବା ସହିତ ସୁରଟରେ ଏହାର ପ୍ରଭାବ ଅନୁଭୁତ ହେବ । Maharashtra: Trees uprooted in Palghar as landfall effect…

ସାମୁଦ୍ରିକ ଝଡ଼ ‘ନିସର୍ଗ’: ମୁକାବିଲା ନିମନ୍ତେ ଏନସିଏମସିର ବୈଠକ

ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌବା ସାମୁଦ୍ରିକ ଝଡ଼ ‘ନିସର୍ଗ’ ମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଭାରତୀୟ ପାଣିପାଗ…

ମୁମ୍ବାଇରେ ୨୫୦ ପୋଲିସ୍ କରୋନା ପଜିଟିଭ୍ ଚିହ୍ନଟ: ପୋଲିସ କମିଶନର୍‌

ମୁମ୍ବାଇ: ଏପର୍ଯ୍ୟନ୍ତ ପାଖାପାଖି ୨୫୦ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ମୁମ୍ବାଇ ପୋଲିସ କମିଶନର୍ ପରମ ବୀର ସିଂହ । କରୋନା ଆକ୍ରାନ୍ତ ହୋଇଥିବା ଏହି ସମସ୍ତ ପୋଲିସ କର୍ମଚାରୀମାନଙ୍କ ମଧ୍ୟରେ ଅଧିକାଂଶ ରୋଗୀଙ୍କର କୌଣସି ଲକ୍ଷଣ…

ଲକ୍‌-ଡାଉନ୍‌ରେ କୂଅ ଖୋଳିପକାଇଲେ ଦମ୍ପତ୍ତି !

ମହାରାଷ୍ଟ୍ର: ମାତ୍ର ୨୧ଦିନରେ ୨୫ ଫୁଟର କୂଅ ଖୋଳିଲେ ଦୁଇ ଜଣ । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି ମହାରାଷ୍ଟ୍ରରେ ସାମ୍ନାକୁ ଆସିଛି ଏପରି ଏକ ଅନନ୍ୟ ଘଟଣା । ପାଣି ସମସ୍ୟାକୁ ଦୂର କରିବା ପାଇଁ ଏକ ଦମ୍ପତ୍ତି କେବଳ ହାତ ଉପକରଣରେ ଏପରି କାରନାମା କରିଦେଖାଇଛନ୍ତି । Maharashtra:…

ଦ୍ୱିତୀୟ ଥର ଲାଗି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ମଙ୍ଗଳବାର ଦିନ ଶପଥ ଗ୍ରହଣ କରିଛନ୍ତି ଅଜିତ ପାୱାର । ଏଥିସହିତ ସେ ମାତ୍ର ୩୮ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଅକ୍ତିଆର କରିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟର ସୂଚନା ମିଳିଛି ।…