ମହାରାଷ୍ଟ୍ର: ଦେଶରେ କରୋନା ସଂକ୍ରମଣରେ ସବୁଠୁ ଶୀର୍ଷରେ ଥିବା ମହାରାଷ୍ଟ୍ରରେ ଖୋଲିଲା ସେଲୁନ୍ ଓ ବିଉଟି ପାର୍ଲର । ମିଶନ ବିଗିନ୍ ଏଗେନ ପର୍ଯ୍ୟାୟରେ ଆଜିଠାରୁ ଦୋକାନ ଓ ପାର୍ଲର ଖୋଲାଯାଇଛି ।
ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ, ବାରିକ ମାନେ କୋଭିଡ୍-୧୯ର ସମସ୍ତ ଗାଇଡଲାଇନ ମାନିବେ । ହାତରେ ଗ୍ଲୋବ୍ସ ଓ ଆପ୍ରନ ପିନ୍ଧିବେ । ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଗ୍ରାହକଙ୍କ କାମ ସରିବା ପରେ ଚେୟାର ଓ ବ୍ୟବହାର ସାମଗ୍ରୀ ସାନିଟାଇଜ୍ କରାଯିବ । କେବଳ ମହାରାଷ୍ଟ୍ରରେ ଏଯାଏ ପାଖାପାଖି ୧ ଲକ୍ଷ ୬୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୃତ୍ୟୁସଂଖ୍ୟା ୭ ହଜାର ଅତିକ୍ରମ କରିସାରିଛି ।
BREAKING NEWS
- ସୋସିଆଲ ମିଡିଆରେ ଦୁଷ୍କର୍ମ ଗୁଜବ, LPU କ୍ୟାମ୍ପସରେ ଭଙ୍ଗାରୁଜା, ରାଜପଥ ଅବରୋଧ
- ଭୁବନେଶ୍ୱରରୁ ବ୍ରହ୍ମପୁର; ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ୬ ସ୍ଥାନରେ ଭିଜିଲାନ୍ସ ରେଡ୍
- Mann Ki Baat: ‘ମନ କି ବାତ୍’ରେ ସର୍ଜିକାଲ୍ ଷ୍ଟ୍ରାଇକ୍କୁ ମନେ ପକାଇଲେ ପିଏମ୍ ମୋଦୀ, କହିଲେ, ‘ଆତଙ୍କବାଦକୁ ଭାରତ ବରଦାସ୍ତ କରେନାହିଁ’
- Party Switch: ୧୧୧ ସାଂସଦ-ବିଧାୟକ ବଦଳାଇଛନ୍ତି ଦଳ, ବିଜେପିରେ ୨୯ ଜଣ…ଜାଣନ୍ତୁ ସବୁଠୁ ବେଶୀ କେଉଁ ଦଳ ଛାଡିଛନ୍ତି ନେତା?
- ଖୋଲିଲା ହୀରାକୁଦର ଆଉ ୨ ଗେଟ୍, ୨୨ ଗେଟରେ…
- ଲଗାଣ ବର୍ଷାରେ ଉବୁଟୁବୁ ଉତ୍ତରପ୍ରଦେଶ; ୧୭ ମୃତ, ଅନେକ ଗାଁ ଜଳବନ୍ଦୀ
- UNSC ସ୍ଥାୟୀ ସଦସ୍ୟପଦ: ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ
- ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ଜଳକା ଜଳସ୍ତର, ବଢୁଛି ବନ୍ୟା ଆଶଙ୍କା
- ରବିବାର ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣିରଖନ୍ତୁ…
- Heavy Rain & Floods in Odisha:ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି; ଏରିଅଲ ସର୍ଭେରେ ଯିବେ ମୁଖ୍ୟମନ୍ତ୍ରୀ

Comments are closed.