ଖେଳ ହେଲା କାଳ, ଖେଳୁ ଖେଳୁ ହୃଦଘାତରେ ଚାଲିଗଲା ଜୀବନ
ଅନୁଗୁଳ: ଖେଳ ହେଲା କାଳ। ଖେଳୁଥିବା ସମୟରେ ଚାଲିଗଲା ଜୀବନ । ଖେଳୁ ଖେଳୁ ପଡ଼ିଆରେ ଟଳି ପଡିଲେ ଯୁବକ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ତାଳଚେର ଟିଟିପିଏସ ଠାରେ ।
ଗତକାଲି ଟିଟିପିଏସ ଠାରେ ଏକ ଜିଲ୍ଲା ସ୍ତରୀୟ ଭଳିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ରାତି ପ୍ରାୟ ୧୦.୩୦ ମିନିଟରେ…