Latest Odisha News
Browsing Tag

Man Shot Dead

ଜମି ପାଇଁ ଗୁଳିମାଡ଼: ବାପା ମୃତ, ଝିଅ ଗୁରୁତର

ବ୍ରହ୍ମପୁର: ଜମିଜମା ପାଇଁ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଝିଅର ଶ୍ୱଶୁର ଘରକୁ ଯାଇଥିବା ବେଳେ ଗୁଳିମାଡ଼ରେ ବାପାର ମୃତ୍ୟୁ ହୋଇଛି । ଝିଅକୁ ଗୁରୁତର ଆହତ ଅବସ୍ଥାରେ ମେଡିକାଲ ନିଆଯାଇଛି । ବୁଧବାର ସନ୍ଧ୍ୟାରେ ଘଟିଛି ଏ ଅଘଟଣ । ମୃତକ ଖଲ୍ଲିକୋଟ ଥାନା ଅନ୍ତର୍ଗତ…

ସରକାରୀ ଜମିକୁ ନେଇ ଗୁଳିମାଡ଼, ଯୁବକ ମୃତ

ରାଉରକେଲା: ସରକାରୀ ଜମି ଜବର ଦଖଲକୁ ନେଇ ଗୁଳି ଫୁଟିଲା, ଜୀବନ ଗଲା । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଝିରିପାଣି ଥାନା ଝରିଆଟୋଲା ବସ୍ତିରେ । ରବିବାର ସକାଳେ ଅଞ୍ଚଳରେ ଖାଲି ପଡ଼ିଥିବା ସରକାରୀ ଜମି କବଜା କରିବାକୁ ଯାଇ ଗଣ୍ଡଗୋଳ ହୋଇଥିଲା । ଅଞ୍ଚଳନରୁ ଚୁନୁ ଓରାମ ନାମକ ଯୁବକ…

ଦୁଇ ଭାଇଙ୍କ ଉପରେ ଗୁଳିମାଡ଼ ଓ ଭୂଜାଲିରେ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ

ଅନୁଗୋଳ: ଦୁଇ ଭାଇଙ୍କ ଉପରେ ସଂଘବଦ୍ଧ ଆକ୍ରମଣ । ଭୂଜାଲୀରେ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଅନ୍ୟ ଜଣେ ଭାଇ ଗୁରୁତର ହୋଇଛନ୍ତି । ଅନୁଗୋଳ ଜିଲ୍ଲା ମୁଷାପାପୁଲୀ ଛକରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ମୃତକ ହେଲେ ରନ୍ତଲେଇ ଗାଁର ଦୁଃଶାସନ ସେନାପତି । ତାଙ୍କ ଭାଇ…