Latest Odisha News

BREAKING NEWS

Browsing Tag

Man

୮୯ ବର୍ଷ ବୟସ ପର୍ଯ୍ୟନ୍ତ ଖାଇନଥିଲେ ଭାତ, ଆଉ ତା ପରେ…

କେରଳ: ଭାରତର ଅଧିକାଂଶ ପ୍ରାନ୍ତରେ ଭାତ ହେଉଛି ପ୍ରମୁଖ ଖାଦ୍ୟ । କିଛି ଲୋକ ଭାତକୁ ପ୍ରମୁଖ କିମ୍ବା ଆଂଶିକ ମାତ୍ରାରେ ଖାଦ୍ୟ ରୂପେ ଗ୍ରହଣ କରିବାକୁ ପସନ୍ଦ କରିଥାନ୍ତି । ସେହିଭଳି କେରଳରେ ଦିନକୁ ତିନିଥର ଭାତକୁ ଖାଦ୍ୟ ରୂପେ ଲୋକେ ଗ୍ରହଣ କରିଥାନ୍ତି । ହେଲେ କେରଳ ଭଳି ରାଜ୍ୟରେ ଜଣେ…

୪୦୦ କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରି ମୁଁ ଥକିପଡିଲିଣି !

ଆସାମ: ଶେଷକୃତ୍ୟ ସମ୍ପନ୍ନ କରିବା ସହଜ କଥା ନୁହେଁ । ହେଲେ ଯଦି କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କଥା ଉଠେ, ସେଠି କଣ କରିବେ ଆପଣ? ଏହି ମାମଲାରେ କିନ୍ତୁ ପଛଘୁଂଚା ଦେଇନଥିଲେ ୪୩ ବର୍ଷୀୟ ରାମାନନ୍ଦ ସରକାର । ବିନା ଦ୍ୱିଧାରେ ସେ ୪୦୦ରୁ ଅଧିକ କରୋନା ସଂକ୍ରମିତଙ୍କ ଶେଷକୃତ୍ୟୁ…

୨ କିଲୋ ବାଲି ପାଇଁ ୮୬ ହଜାର ଟଙ୍କା, ୬ ବର୍ଷ ସଶ୍ରମ କାରାଦଣ୍ଡ !

ଭୁବନେଶ୍ୱର: ୮୬ ହଜାର ଟଙ୍କା । କାହା ପାଇଁ କମ୍‌, କାହା ପାଇଁ ଅଧିକ । ହେଲେ ଜରିମାନା ଲାଗିଲେ ଏହି ଅର୍ଥ ଅତ୍ୟଧିକ ବୋଧ ହୁଏ । ସାମାନ୍ୟ ବାଲି ପାଇଁ ଯଦି ମୋଟା ଅଙ୍କର ଜରିମାନା ଓ ଜେଲ ଦଣ୍ଡାଦେଶ ମିଳେ, ତେବେ କ’ଣ କରିବେ ଆପଣ ? ଇଟାଲୀରେ ସାମ୍ନାକୁ ଆସିଛି ଏପରି ଏକ ଅଜବ ଘଟଣା ।…

[ଭିଡିଓ] ମାଲିକ ଓ ପୋଷା କୁକୁରର ନିଆରା ଯୁଗଳବନ୍ଦୀ !

ଭୁବନେଶ୍ୱର: ସଙ୍ଗୀତରେ ଅନେକଥର ଆପଣ ଯୁଗଳବନ୍ଦୀ ଦେଖିଥିବେ ଆଉ ଉପଭୋଗ ବି କରିଥିବେ । ହେଲେ ମଣିଷ ସହ ଯଦି ଜଣେ ପଶୁ ଗୀତ ଗାଏ, ତେବେ ଏହାକୁ ଆପଣ କିପରି ଗ୍ରହଣ କରିବେ ? ଏପରି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । କମେଡିଆନ୍ ରୋହିତ ନାୟର ଏହି ଭିଡିଓଟିକୁ ସୋସିଆଲ୍…

ପୁଣି ଚର୍ଚ୍ଚାରେ ନିଜାମୁଦ୍ଦିନ ମର୍କଜ; ପ୍ରଥମେ କରୋନାକୁ ନିମନ୍ତ୍ରଣ ଏବେ ଆତ୍ମହତ୍ୟା ଉଦ୍ୟମ !

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମର୍କଜ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛି । ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସେହି ବ୍ୟକ୍ତି ଷଷ୍ଠ ମହଲାରୁ ଡେଇଁବାକୁ ଚେଷ୍ଟା କରିଥିଲା । ସଂପୃକ୍ତ ବ୍ୟକ୍ତି…

ପତ୍ନୀଙ୍କ ସହ ଝଗଡା ପରେ କାଠଯୋଡିକୁ ଡେଇଁ ପଡିଲେ ଯୁବକ

କଟକ: ନିଜ ଧର୍ମପତ୍ନୀଙ୍କ ସହ ଝଗଡା କରିବା ପରେ ଜଣେ ଯୁବକ ବୁଧବାର ଦିନ କାଠଯୋଡି ନଦୀ ମଧ୍ୟକୁ ଡେଇଁ ପଡିଥିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ନିଆଳି ଥାନା ଅନ୍ତର୍ଗତ କରଞ୍ଜିଆ ଗ୍ରାମର ଜଗଦାନନ୍ଦ ଏକ ବାଇକରେ ପତ୍ନୀ ଓ ଛୁଆ ସହ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସମୟରେ…