କବିତା : ସୃଷ୍ଟିର ବୈଚିତ୍ର୍ୟ
ମାନସ ରଞ୍ଜନ ନାୟକ
ଘୂର୍ଣ୍ଣାୟମାନ ପୃଥିବୀ କେଉଁ ଏକ ଅଦୃଶ୍ଯ ଅକ୍ଷ ଚାରିକଡେ
ପୁଳାଏ ଆତ୍ମଗର୍ବେ ବିଚରା ମେରୁଦଣ୍ଡୀ ମାନବ ନଇଁପଡେ
ଭୂମି ସ୍ପର୍ଶ ମାତ୍ରେ ଆସ୍ଥାବାଦୀ ଶିଶୁ ଚିରାଡି କୁଆଁ ଡାକ ଦିଏ
ବାର୍ଦ୍ଧକ୍ୟରେ ସ୍ବାଭିମାନୀ ପିତାଟିଏ ବାଧ୍ଯରେ ସ୍ବାବଲମ୍ବୀ ହୁଏ।
ଜୀବନ ଆଗେ…