ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ: ମାନବିକତା ପାଇଁ ଯୋଗ ବାର୍ତ୍ତା
ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ"International Yoga Day" ରେ "Yoga for humanity" ର ବାର୍ତ୍ତା ଦେଇଛନ୍ତି । ବାଲୁକା କଳା ଟି 17 ଫୁଟ…